ନୂଆବର୍ଷରୁ କରୋନା ତୃତୀୟ ଲହର !

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଦୈନିକ ୮ ହଜାରରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୦ ୮୧ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୬୪ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ, ୭ ୪୬୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ…
Read More...

“ଭାରତ ଖୁବଶୀଘ୍ର କହିବ ଆମ ପାଖରେ ବାବର ଓ ରିଜୱାନଙ୍କ ଭଳି ଖେଳାଳି ନାହାନ୍ତି’

କରାଚୀ : ଟି-୨୦ ଫର୍ମାଟରେ ପାକିସ୍ତାନର ଓପନର୍‌ ମହମ୍ମଦ ରିଜୱାନ୍‌ ଏବଂ ବାବର ଆଜାମ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଉଭୟ ଯେଉଁଭଳି ଖେଳ ପ୍ରଦର୍ଶନ କରିଛନ୍ତି ତାହା ଅତି ପ୍ରଶଂସନୀୟ । ଚଳିତ ବର୍ଷ ନିଜ ଦଳକୁ ଜିତାଇବାରେ ଉଭୟ ବ୍ୟାଟ୍ସମ୍ୟାନ୍‌ ସର୍ବାଧିକ ଅବଦାନ…
Read More...

ଦଶପଲ୍ଲାରେ ଶୀତ ଲହରୀ, ଜାଡ଼ରେ ଥରୁଛି ମାଳ ଅଞ୍ଚଳ

ଦଶପଲ୍ଲା : ଦଶପଲ୍ଲାର ଅନେକ ଅଂଚଳରେ ଶୀତର ତରଙ୍ଗ ଅନୁଭୂତ ହେଉଥିବାବେଳେ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବା ସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ ପ୍ରଭୃତି ପାହାଡ଼ିଆ ଅଞ୍ଚଳରେ ଅତ୍ୟନ୍ତ ଶୀତୁଆ ପାଗ ଦେଖିବାକୁ ମିଳିଥିବା ବେଳେ…
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଓ ମିଶନ ଶକ୍ତିର ଋଣ ମେଳା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଓ ଫିରିଙ୍ଗିଆ ବ୍ଲକ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଓ ମିଶନ ଶକ୍ତିର ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି -୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବି.ଏନ. ପ୍ୟାଲେସ ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି-୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ଏଥିରେ ଯୋଗଦେଇ ଜିଲ୍ଲାର ଲୋକକଳାକୁ…
Read More...

ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କେ.ଝାଲରସିଂ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ବିଦାୟୀ ପ୍ରଧାନ ଶିକ୍ଷକ ଦୁର୍ଗା ମାଧବ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣ ଶିକ୍ଷୟିତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା…
Read More...

ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ଦିନ, ନାରୀ ସଶକ୍ତି କରଣ ସମ୍ପର୍କିତ କର୍ମଶାଳା

ବୌଦ୍ଧ,୧୮/୧୨: ସମାଜକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀ ବିଭିନ୍ନ ରୂପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରୁଥିବାରୁ ତାକୁ ସମାଜର ଅଗ୍ରପୂଜ୍ୟା ବୋଲି ସମ୍ମାନ ଦେବାସହ ସେହି ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସବୁବର୍ଗରେ ଚେଷ୍ଟା…
Read More...

ହରଭଙ୍ଗା ବ୍ଳକରେ କଳାକାର ଭତ୍ତା ପାଇଁ ସାମର୍ଥ୍ୟ ପରୀକ୍ଷା

ବୌଦ୍ଧ,୧୮/୧୨ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଶନିବାର ଦିନ ବୌଦ୍ଧ ଜିଲା ହରଭଙ୍ଗା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବ୍ଳକର ୧୫୪ ଜଣ ଆବେଦନ କରିଥିବା ବେଳେ ଭାଗ ନେବା ପାଇଁ ୧୨୨ କଳାକାର ଉପସ୍ଥିତ ଥିଲେ । ଏହି…
Read More...

ବିଭିନ୍ନ ଦଳର କର୍ମୀ ବିଜେଡ଼ିରେ ମିଶିଲେ

ଫୁଲବାଣୀ:ଆଜି ସ୍ଥାନୀୟ ଫୁଲବାଣୀ ପ୍ରଦକ୍ଷଣ ଗୃହ ଠାରେ ଚକାପାଦ ବ୍ଲକ ଓ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,…
Read More...

ପଞ୍ଜୀକରଣ ବେଳେ ଫୋନନମ୍ବର ଏଣ୍ଟ୍ରିରେ ତ୍ରୁଟି, ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରିର ଭୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଧାନ ବିକ୍ରି । ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟ ୪ଟି ବ୍ଲକରେ ୧୩ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଛି । ତେବେ ଚାଷୀଙ୍କ ନାମ ପଞ୍ଜୀକରଣ ସମୟରେ ଫୋନ୍‌ ନମ୍ବର ଏଣ୍ଟ୍ରିରେ ତ୍ରୁଟି ଥିବାରୁ…
Read More...