ବାଉଁଶୁଣୀ ଥାନା ଘେରଉ କଲା ବୌଦ୍ଧଜିଲ୍ଲା ବିଜେପି

ବୌଦ୍ଧ/ବାଉଁଶୁଣି,୨୯/୧୦- ଭାରତୀୟ ଜନତା ପାର୍ଟି ବୌଦ୍ଧଜିଲ୍ଲା ତରଫରୁ ବାଉଁଶୁଣି ଥାନା ଘେରାଉ ଓ ଦାବିପତ୍ର ପ୍ରଦାନ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ କରିବାକୁ ଦାବୀ କରାଯାଇ ଏହି ଘେରଉ କରାଯାଇଥିଲା । ମମିତାଙ୍କ
Read More...

ସ୍ୱଚ୍ଛତା ହିଁ ସୁସ୍ଥତା -ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ

ନବରଙ୍ଗପୁର,୨୯/୧୦- ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ଓ ନେହୁରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଚେତନତା ସଭାକୁ ଉଦଘାଟନ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ସ୍ୱେଚ୍ଛାସେବୀଙ୍କୁ ନିଜ
Read More...

ସହିଦ ମାନଙ୍କୁ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଫୁଲବାଣୀ ପକ୍ଷରୁ ବାଦ୍ୟଯନ୍ତ୍ର ଦ୍ୱାରା…

ଫୁଲବାଣୀ,୨୯/୧୦- ବୀର ସହିଦ ମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଫୁଲବାଣୀ ପକ୍ଷରୁ ଆଜି ଫୁଲବାଣୀ ସହରର ମାଦିକୁନ୍ଦା ଛକ ,କୋର୍ଟ ଛକ , ଗୋପବନ୍ଧୁଛକ, ଫୁଲବାଣୀ ମୁଖ୍ୟ ବଜାର ଠାରେ ପୋଲିସ ବ୍ୟାଣ୍ଡ ପାର୍ଟି ଦ୍ୱାରା କନ୍ଧମାଳ ଏସ ପି ଭିନିତ ଅଗ୍ରୱାଲଙ୍କର ନେତ୍ତୃତ୍ୱରେ
Read More...

ପୁରୁଣାକଟକ ଥାନାରେ ବିଜେପି କର୍ମୀଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ହରଭଙ୍ଗା,୨୯/୧୦- ସାରାରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନେଇ ଚର୍ଚ୍ଚାରେ ଥିବାବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ପ୍ରତିବାଦ ଜୋରସୋର ଦେଖିବାକୁ ମିଳିଛି । ଜିଲ୍ଲାରେ ମାରାଥନ ଭାବେ ଗତକାଲି ଆଉ ଆଜି ମମିତାଙ୍କୁ ନ୍ୟାୟ ଦାବିରେ ଅନେକ କାର୍ଯ୍ୟକ୍ରମ ହୋଇଛି । ଗତକାଲି ବୌଦ୍ଧଜିଲ୍ଲା
Read More...

ପିଲା ସାଲୁଙ୍କି ଡ୍ୟାମ ପର୍ଯ୍ୟଟନ ସ୍ଥଳୀକୁ ସଫା ସୁତୁରା କଲା ଏନୱାଇକେ ଫୁଲବାଣୀ

ଫୁଲବାଣୀ,୨୯/୧୦- କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ପିଲା ସାଲୁଙ୍କି ଡ୍ୟାମ ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ଏବଂ ମା ଇଷ୍ଟ ଦେବୀ ଯୁବ କଳା ପରିଷଦ ବଳାସକୁମ୍ପାର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି
Read More...

ବୌଦ୍ଧଜ଼ିଲ୍ଲା ବିଜୁ ମହିଳା ଦଳ ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା

ବୌଦ୍ଧ/ଜହ୍ନାପଙ୍କ,୨୯/୧୦- ବୌଦ୍ଧ ସଦର ବ୍ଲକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାନେତ୍ରୀ ଜସ୍ମିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ବିଜୁ ମହିଳା ଦଳ ପର୍ଯ୍ୟବେକ୍ଷିକା ସିପ୍ରା ମହାନ୍ତି ଯୋଗଦେଇ
Read More...

ବ୍ଲକସ୍ତରୀୟ ମେଗା ସମନ୍ୱୟ ଓ ଋଣ ସଂଯୋଗୀକରଣ ମେଳା, ୪୦୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯ କୋଟି ୪୦ ଲକ୍ଷ ଟଙ୍କା ଋଣ

ବୌଦ୍ଧ,୨୯/୧୦- ଆଜି ସ୍ଥାନୀୟ ଟାଉନହଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବ୍ଲକ ସ୍ତରୀୟ ସମନ୍ୱୟ ମେଳା ତଥା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱ କରିଥିଲେ । ଏହି ମେଳାରେ ମୋଟ ୪୦୨ ସ୍ୱୟଂ ସହାୟକ
Read More...

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ

ବୌଦ୍ଧ,୨୯/୧୦- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ.ପାଳିତ ହୋଇଯାଇଛି । ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଘଟିଯାଇଥିବା ପ୍ରଳୟଙ୍କାରୀ ମହାବାତ୍ୟାକୁ ମନେପକାଇ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି
Read More...

ଗୁଜୁରାଟ ପରିଦର୍ଶନ ପାଇଁ ଭାରତୀୟ ରେଳବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ

ସୋନପୁର : ଭାରତୀୟ ରେଲୱେ କେଟରିଙ୍ଗ ଓ ଟୁରିଜିମ୍‌ କର୍ପୋରେସନ ଦ୍ୱାରା ଆସନ୍ତା ମାସ ୨୮ତାରିଖରୁ ପିଲିଗ୍ରୀମ୍‌ ସ୍ପେଶାଲ ଟୁରିଜିମ୍‌ ଟ୍ରେନ୍‌ ନାମରେ ଏକ ସ୍ୱତନ୍ତ୍ର ଟ୍ରେନ ଗୁଜରାଟ ପାଇଁ ପ୍ରସ୍ତୁତ ହୋଇଥିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ରିଜିଓନାଲ୍‌
Read More...

ଜିଆଇ ଟ୍ୟାଗ ମାନ୍ୟତା ପାଇବ କୁଚିଣ୍ଡାର ଲଙ୍କା, ଲିଚୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାକୁ ସାରା ଦେଶରେ ଦୀର୍ଘ ଦଶନ୍ଧି ଧରି କୁଚିଣ୍ଡା ଉପଖଣ୍ଡର ଲଙ୍କା ଓ ଲିଚୁ ଚାଷ ସ୍ୱତନ୍ତ୍ର ପରିଚୟ ଦେଇ ଆସିଛି । ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦୀର୍ଘ ଦିନରୁ ଦାବି ହୋଇଆସିଛି । ହେଲେ ବର୍ତ୍ତମାନ ପ୍ରଶାସନ ଏ ଦିଗରେ ଅଣ୍ଟା ଭିଡିଛି । ଆଉ ଏ ନେଇ
Read More...