ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା

ବୌଦ୍ଧ,୨୮/୧୧- ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପ୍ରଦୂଷଣର ବିଷବଳୟ ମଧ୍ୟରେ ପୁରିରହିଛି । ପ୍ରଦୂଷଣମୁକ୍ତ ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟର ପ୍ରାଥମିକ ଶିକ୍ଷକ ରାମପ୍ରସାଦ ନସ୍କର ସାଇକେଲରେ ସାରା ଭାରତ ଭ୍ରମଣ କରି ଓଡିଶାର ନୂଆପଡା, ସହେଲା, ତେଲିବନ୍ଧ ପରେ ବିରନରସିଂହପୁର ନର୍ସରୀ
Read More...

ଭିଓଡ଼ି ବୃଦ୍ଧାଶ୍ରମରେ ୬୯ ଜଣଙ୍କ କରୋନା

ମୁମ୍ବାଇ: ମୁମ୍ବାଇର ଭିଓଡ଼ି ସ୍ଥିତ ମାତୋଶ୍ରୀ ବୃଦ୍ଧାଶ୍ରମରେ ୬୯ ଜଣ କରୋନା ପଜିଟିଭ ହୋଇଛନ୍ତି । ଏହି ସମସ୍ତଙ୍କର ଚିକିତ୍ସା ଠାଣେ ସ୍ଥିତ ଜିଲ୍ଲା ହସ୍ପିଟାଲରେ ଚାଲୁଅଛି ।ଭିଓଡ଼ି ବୃଦ୍ଧାଶ୍ରମର ପ୍ରମୁଖ ଅଶୋକ ପାଟିଲ ରବିବାର ଦିନ କହିଛନ୍ତି ଯେ, ଜଣକ ପରେ ଜଣେ ବୃଦ୍ଧଙ୍କୁ ଗତ ସପ୍ତାହରେ
Read More...

ଅଷ୍ଟମ ଦିନରେ ବୌଦ୍ଧ ଜିଲ୍ଲା କଂଗ୍ରେସର ଜନଜାଗରଣ କାର୍ଯ୍ୟକ୍ରମ

ବୌଦ୍ଧ,୨୮/୧୧- ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ଜିଲ୍ଲାରେ ଆୟୋଜିତ ହେଉଥିବା ଜନଜାଗରଣ କାର୍ଯ୍ୟକ୍ରମ ଆଜି ଅଷ୍ଟମ ଦିନରେ ପପହଞ୍ଚିଛି । ଆଜି ୬ ନମ୍ବର ଜୋନର ଗିରାସିଙ୍ଗା ଜଗନ୍ନାଥ ବନପ୍ରକଳ୍ପ ଠାରେ ମୁଣ୍ଡିପଦର, ତେଲିବନ୍ଧ, ପଦ୍ମନପୁର, ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ମୁର୍ଷୁଣ୍ଢି ଓ
Read More...

ଟ୍ରକ ସହ ବାଇକ ଧକ୍କା, ଦୁଇ ଗୁରୁତର

କୋରେଇ: ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଯାଜପୁରରୋଡ ରାସ୍ତାର ଟାଟା ମୋଟର ନିକଟରେ ବୁଧବାର ରାତ୍ରୀ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ଟ୍ରକ ଓ ବାଇକକୁ ଜବତ କରିବା ସହ ଆହତ
Read More...

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ, ବୁଲି ଦେଖିଲେ ବିଭିନ୍ନ ଐତିହ୍ୟସ୍ଥଳୀ

ପୁରୀ : ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ଏଥିସହ ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୬ ଜଣ ଅନ୍ତେବାସୀ ୪ଟି ଗଲ୍ଫକାର୍ଟ ମାଧ୍ୟମରେ ଶଙ୍କରାଚାର୍ଯ୍ୟ ମଠ ଦେଇ ତୋଟା
Read More...

ଫୁଲବାଣୀଠାରେ ୭୩ ତମ ଏନସିସି ଦିବସ ପାଳିତ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ପୁରାତନ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ଠାରେ ୭୩ ତମ ଏନସିସି ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ସର୍ବ ପ୍ରଥମେ ନୂତନ ଏନସିସି କ୍ୟାଡେଟମାନଙ୍କୁ ବରିଷ୍ଠ ଭିତ୍ତିରେ ପ୍ରଦର୍ଶନ ଅନୁସାରେ ରେଙ୍କ ପ୍ରଦାନ ଉତ୍ସବ ପାଳନ କରାଯାଇଥିଲା । ତତ୍‌ ସହିତ
Read More...

ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ

ବୌଦ୍ଧ.୨୮/୧୧- ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ୧୮-୧୯ ବର୍ଷ ବୟସର ଯୁବପିଢି ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବାପାଇଁ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କବି ନୃସିଂହାନନ୍ଦ ମହାପାତ୍ରଙ୍କୁ “ସମ୍ଭାବନା’ ପୁରସ୍କାର

ଫୁଲବାଣୀ :କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ ଓ ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ଭାବନା ସାହିତ୍ୟ ଓ ସଂସ୍କୃତି ପରିଷଦ, ଆସ୍କା ଶାଖା ତରଫରୁ ତା'ର ପୂଜ୍ୟପୂଜା ଉତ୍ସବ ଓ ରାଜ୍ୟ ସ୍ତରୀୟ କବି ଓ କଳାକାର ସମାବେଶ ଅବସରରେ ସମ୍ୱର୍ଦ୍ଧିତ କରାଯାଇଛି । ଏହି
Read More...

ଶିଶୁ ମନ୍ଦିରର ବିଜ୍ଞାନ କଂଗ୍ରେସ୍‌ ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ

ପରଳାଖେମୁଣ୍ଡି : ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ମାଲିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସ୍‌ନାଲ ସ୍କୁଲଠାରେ ୨୭ ଓ ୨୮ ନଭେମ୍ବରରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଗଜପତିରୁ ତିନୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା । ସେଥିରୁ
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଦେବଗଡ : ରବିବାର ଦେବଗଡ ରେଞ୍ଜ ସୁଗୁଡା ବିଟ ଅନ୍ତର୍ଗତ ବୁଢୀବିଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ସେହି ବୁଢୀବିଲ ଗ୍ରାମର ଚେମରୁ ନାଏକଙ୍କ ପୁଅ ୨୮ ବର୍ଷ ବୟସ୍କ ଲମ୍ବୋଦର ନାଏକ । ମୃତ ଲମ୍ବୋଦର ଗ୍ରାମର ଅନ୍ୟ କିଛି ବ୍ୟକ୍ତିଙ୍କ ସହ ମିଶି
Read More...