ବାଇକ୍ ଉପରେ ମାଡିଗଲା ବସ୍ ; ଜଣେ ମୃତ, ଜଣେ ଗୁରୁତର
ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଇଁଲାଚୁଆ ନିକଟରେ ସରକାରୀ ବସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ବାଇକ ଆରୋହୀ କନାବିରା ଗ୍ରାମର ହୋଇଥିବା ବେଳେ ଗୁରୁତର ଜଣକ ନୂଆପାଲି ଗ୍ରାମର ମୁରଲୀ କହଁର ବୋଲି ଜଣାପଡିଛି । ଆଜି!-->…
Read More...
Read More...