ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ
ପୁରୀ: ଜିଲ୍ଲାରେ ଆଜିଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି)ଆରମ୍ଭ ହୋଇଛି । ଏହା ତିନି ଦିନ ଧରି ଚାଲିବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି!-->…
Read More...
Read More...