ହ୍ରାସ ପାଉଛି କୋହଲିଙ୍କ ପ୍ରଦର୍ଶନ, ରୋହିତଙ୍କ ବ୍ୟାଟିଂ ଗ୍ରାଫ୍‌ ଉପରମୁୁହାଁ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବରରେ ଥିବାବେଳେ ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ୪୪ତମ ସ୍ଥାନରେ ଥିଲେ । ସେ ଏହି ସମୟରେ୨୭ ଟି ମ୍ୟାଚ ଖେଳି ୧୫୮୫ ରନ୍‌ ସଂଗ୍ରହ କରିଥିଲେ । ତାଙ୍କର ଆଭରେଜ ୪୦ରୁ କମ୍‌ ଥିଲା । ସେ ସେହି ସମୟରେ
Read More...

ପ୍ରଜାପିତା ବ୍ରହ୍ମକୁମାରୀ ତରଫରୁ ରକ୍ଷାବନ୍ଧନ ପାଳିତ

ବୌଦ୍ଧ,୨୨/୮:- ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ଭାଇଭଉଣୀଙ୍କ ଗହଣରେ ପାଳିତ ହୋଇଛି । କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ମାମିନା ଭଉଣୀ ଓ ରେଣୁ
Read More...

କଲ୍ୟାଣ ସିଂହଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ଭାରତୀୟ ରାଜନୀତିର ଜଣେ ଅନ୍ୟତମ ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଗତକାଲି ନିଧନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା
Read More...

ଦୂରରେ ଥିବାରୁ ଭାଇଙ୍କୁ ବାନ୍ଧି ପାରିଲେ ରାକ୍ଷୀ, ରେଳମନ୍ତ୍ରୀଙ୍କୁ ବାନ୍ଧି ଆଶୀର୍ବାଦ ନେଲେ

ଭବାନୀପାଟଣା : ଦେଶବ୍ୟାପୀ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା କ୍ରମରେ ଓଡ଼ିଶାରେ ଆଜି ଚତୁର୍ଥ ଦିନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଯିବା ପୂର୍ବରୁ ରେଳବାଇ ସୁରକ୍ଷା ବଳରେ କାର୍ଯ୍ୟରତ କନଷ୍ଟେବଳ
Read More...

ହତ୍ୟାକାରୀ ବୋହୂ ଗିରଫ

ଯାଜପୁର : ହତ୍ୟାକାରୀ ବୋହୂ ଗିରଫ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ ଘଟଣା। ହତ୍ୟାକାରୀ ବୋହୂ ରୂପା ହାତୀଙ୍କୁ ଢେଙ୍କାନାଳରୁ ଗିରଫ କଲା ପାଣିକୋଇଲି ପୋଲିସ।ଖବର ଅନୁଯାୟୀ,  ଗତ ୧୭ ତାରିଖ ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା
Read More...

ଝିଅ ଜିଭା ସହିତ ଔଣମ ଉତ୍ସବ ପାଳିଲେ ସାକ୍ଷୀ, ପ୍ରସ୍ତୁତ କଲେ ପାରଂପାରିକ ଥାଳି

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ତଥା ସିଏସକେ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧର୍ମପତ୍ନୀ ସାକ୍ଷୀ ସିଂ ତାଙ୍କ ଝିଅ ଜିଭାଙ୍କ ସହିତ ଔଣମ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ପାରଂପାରିକ ଥାଳି ମଧ୍ୟ ଉଭୟେ ପ୍ରସ୍ତୁତ କରିଛନ୍ତି । ସାକ୍ଷୀ ଇନଷ୍ଟାଷ୍ଟୋରୀରେ ଏହାର ଚିତ୍ର ମଧ୍ୟ ସେୟାର
Read More...

ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ତରଫରୁ ବୃକ୍ଷ ରକ୍ଷାବନ୍ଧନ ପାଳିତ

ବୌଦ୍ଧ,୨୨/୮:- ପବିତ୍ର ରକ୍ଷାବନ୍ଧନ ଦିବସ ଅବସରରେ ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ତରଫରୁ ଏକାଡେମୀର ଉପସଭାପତି ଧ୍ରୁବଚରଣ ଘିବେଲାଙ୍କ ନେତୃତ୍ୱରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବୌଦ୍ଧଠାରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ରକ୍ଷା ବନ୍ଧନର ମହତ୍ୱ ଉପରେ ଆଲୋଚନା ପରେ ବିଦ୍ୟାଳୟ
Read More...

ଅସହାୟଙ୍କୁ ଛତା ଜୋତା ବଣ୍ଟନ

ହରଭଙ୍ଗା,୨୨/୮:-ପୁରୁଣାକଟକର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ସରସ୍ୱତୀ ଦେବୀ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ପୁରୁଣାକଟକ ଓ ଆଖପାଖ ଅଂଚଳର ଶତାଧିକ ବୃଦ୍ଧ ବୃଦ୍ଧା ଓ ଅସହାୟ ମାନଙ୍କୁ ଛତା ଜୋତା ଆଦି ବଣ୍ଟନ କରିଛନ୍ତି ।
Read More...

କାଲିଗାଡୁ ହିଲଟପ୍‌ର ମନୋରମ ଦୃଶ୍ୟ ଦେଖିଲେ କନ୍ଧମାଳ ଜିଲ୍ଲାପାଳ, ଉଠାଇଲେ ଫଟୋ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଛି । ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ
Read More...

ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମ ଉତ୍ସବ

ପୁରୀ : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ ଉତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ପାଟରା ବିଶୋୟୀଙ୍କ ଦ୍ୱାର ନିର୍ମିତ ସ୍ୱତନ୍ତ୍ର
Read More...