ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଡଙ୍ଗରପଡ଼ା ଚମ୍ପିୟାନ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡି ବ୍ଲକ ସିମନବାଡି ଗୋଷ୍ଠୀ ଖେଳ ପଡ଼ିଆଠାରେ ଗତ ୧୯ତାରିଖରୁ ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ସିମନବାଡ଼ି-୨୦୨୧ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ୧୯ ତାରିଖଠାରୁ ଆରମ୍ଭ ହୋଇଥିଲା । ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ବାଲିଗୁଡା!-->…
Read More...
Read More...