ମାର୍ବଲ ଅନଲୋଡ ବେଳେ ଚାପିହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ
ବୌଦ୍ଧ,୨୭/୮- ବୌଦ୍ଧ-ବୁଟୁପାଲି ଜାତୀୟ ରାଜପଥ ପାଶ୍ୱର୍ରେ ଏକ ଗୋଦାମରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଟ୍ରକରୁ ମାର୍ବଲ ଅନଲୋଡ ହେଉଥିଲା । ଅନଲୋଡ ସମୟରେ ମାର୍ବଲ ଖସିପଡିବାରୁ ୨ଜଣ ଶ୍ରମିକ ସେଥିରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ ଅଗ୍ନିଶମ ବାହିନୀ ଖବରପାଇ ବହୁକଷ୍ଟରେ!-->…
Read More...
Read More...