ନିୟମ ନ ମାନିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ବା ଆରଟିଓକୁ ଚିଠି
Read More...

ତୃତୀୟ ଟେଷ୍ଟ : ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଲିଡ୍ସ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ସିରିଜର ତୃତୀୟ ମ୍ୟାଚ୍‌ ଆଜିଠାରୁ ଲିଡ୍ସରେ ଖେଳାଯିବ । ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ଖେଳିଥିବା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।
Read More...

ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ସାନିଟାଇଜର ମେସିନ୍ ସ୍ଥାପନ

ସମ୍ବଲପୁର: ସ୍ଥାନୀୟ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ରେଢ଼ାଖୋଲ ଉପଖଣ୍ଡ ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଏକ ବିଶୋଧନ (ସାନିଟାଇଜର) ମେସିନ୍ ସ୍ଥାପନ କରାଯାଇଛି । ଯଦ୍ୱାରା ଜଣେ ହାତରେ ସ୍ପର୍ଶ ନକରି ଏହାର ବ୍ୟବହାର କରିପାରିବ । ସଂଗଠନ ସଭାପତି ରାଜେଶ୍ ଚଇନିଙ୍କ
Read More...

ICC WTC ପଏଣ୍ଟ ଟେବୁଲ : ଶୀର୍ଷରେ ଭାରତ, ଦ୍ୱିତୀୟ ସ୍ଥାନରେ ରହିଛି ଏହି ଦଳ

ନୂଆଦିଲ୍ଲୀ : ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁଟିସି)ର ପଏଣ୍ଟ ତାଲିକା ଘୋଷଣା କରିଛି । ପଏଣ୍ଟ ଟେବୁଲ ଅନୁଯାୟୀ ଭାରତ ଶୀର୍ଷରେ ରହିଛି । ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଦୀର୍ଘ ସମୟ
Read More...

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା

ନୂଆଦିଲ୍ଲୀ : ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି । ଆସନ୍ତା ଗୁରୁ ଦିବସ(ସେପ୍ଟେମ୍ବର ୫) ପୂର୍ବରୁ ଦେଶର ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରାଯିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
Read More...

କାବୁରରୁ ଭାରତ ଫେରିଥିବା ୭୮ଙ୍କ ମଧ୍ୟରୁ ୧୬ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ମଙ୍ଗଳବାର ଆଫଗାନିସ୍ତାନରୁ ଉଦ୍ଧାର କରି ଭାରତକୁ ଆଣାଯାଇଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡିଛି । ସତର୍କତା ଭାବରେ ସମସ୍ତ ୭୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛଇ । ସମସ୍ତ ୧୬ଜଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନାହିଁ ।
Read More...

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା, ଏମ୍ସରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିବାରୁ ତାଙ୍କୁ ଦିଲ୍ଲୀର ଏମ୍ସରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Read More...

ତାଲିବାନ ଭୟ : ଆଇଟି ମନ୍ତ୍ରୀରୁ ଡେଲିଭରି ବୟ

କାବୁଲ : ତାଲିବାନ୍ ଆଫଗାନିସ୍ତାନ ନିଜ କବଜାକୁ ନେବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏବେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି । ଆଫଗାନିସ୍ତାନର ପୂର୍ବତନ IT ମନ୍ତ୍ରୀଙ୍କ ଏପରି ଏକ ଫଟୋ
Read More...