Sign in
Sign in
Recover your password.
A password will be e-mailed to you.
Author
Hiranchal Live 17217 posts 0 comments
ରେଳମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଲେ ସୋନପୁର କ୍ରିୟାନୁଷ୍ଠାନ କମିଟି
ସୁବର୍ଣ୍ଣପୁର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବଲାଙ୍ଗୀର ଗସ୍ତ ବେଳେ ତାଙ୍କୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ସୁବର୍ଣ୍ଣପୁର ଶାଖା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ। କମିଟିର ସଭାପତି ଗୋବିନ୍ଦ ମହାରଣା, ସଂପାଦକ ଶ୍ୟାମାଓଁ!-->…
Read More...
Read More...
ଦଶପଲ୍ଲାରେ ଘଟିଛି ଅଭାବନୀୟ ଘଟଣା : ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମା
ଦଶପଲ୍ଲା :ଦଶପଲ୍ଲା ବିଜ୍ଞାପିତ ଅଂଚଳର ନାହାକପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି ।ପ୍ରାପ୍ତ ସୂଚନା!-->…
Read More...
Read More...
ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ
କଟକ: ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍ଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ!-->…
Read More...
Read More...
୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ ସହ ୩ ଗିରଫ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ସେହି ଥାନା ଅଂଚଳର ଭୃଙ୍ଗଙ୍ଗେଯାଡି ନିକଟରୁ ଜିଲ୍ଲା ବାହାରକୁ ଚାଲାଣ ହେବାକୁ ଯୋଜନା ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇକୁ ଚାଲାଣ କରିବାକୁ ଯୋଜନା କରୁଥିବା ୩ ଜଣଙ୍କୁ!-->…
Read More...
Read More...
ଲିଡ୍ସରେ ଔଣମ ଉତ୍ସବ ପାଳିଲେ ବିରୁଷ୍କା
ଲିଡ୍ସ : ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଇଂଲଣ୍ଡରେ ଅଛନ୍ତି । ସୋମବାର ବିରୁଷ୍କା ଲିଡ୍ସର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଭାରତର ଲୋକପ୍ରିୟ ଉତ୍ସବ ଔଣମ ପାଳନ କରିଛନ୍ତି । ଏହି ଉତ୍ସବ ପ୍ରାୟତଃ କେରଳ ପାଳନ କରାଯାଏ । ବିରୁଷ୍କା ଏହି!-->…
Read More...
Read More...
ଆସନ୍ତାକାଲିଠାରୁ ତୃତୀୟ ଟେଷ୍ଟ, ସୂର୍ଯ୍ୟକୁମାରଙ୍କୁ ମିଳିପାରେ ସୁଯୋଗ
ଲିଡ୍ସ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲିଠାରୁ ହେଡଗ୍ଲେର ଲିଡ୍ସରେ ଖେଳାଯିବ । ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଏଣୁ ଭାରତୀୟ ଦଳର ମନୋବଳ ବହୁ ଉଚ୍ଚର ରହିଛି । ଇଂଲଣ୍ଡ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ତାଙ୍କର ବ୍ୟାଟ୍ସମ୍ୟାନମାନେ ଭଲ!-->…
Read More...
Read More...
ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍!-->…
Read More...
Read More...
କାବୁଲରେ ୟୁକ୍ରେନ ବିମାନ ଅପହରଣ !
କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ମଙ୍ଗଳବାର ୟୁକ୍ରେନର ଡେପୁଟି ବୈଦେଶିକ!-->…
Read More...
Read More...