ଆଫଗାନିସ୍ତାନ ସଙ୍କଟ ଉପରେ କ’ଣ ହେବ ରଣନୀତି ? ୨୬ରେ ହେବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶ ସେମାନଙ୍କ ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ଅଗଷ୍ଟ ୨୬ ରେ ୧୧ ଟା ସମୟରେ
Read More...

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଦେଶବାସୀଙ୍କ ନିବେଦନ କଲେ ସଚିନ

ମୁମ୍ବାଇ: ପାରା ଖେଳାଳିଙ୍କୁ ‘ରିଅଲ୍‌ ଲାଇଫ୍‌ ହିରୋ' ବୋଲି କହିଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସେ ଟୋକିଓ ପାରାଲିମ୍ପିକ୍‌ ଗେମ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ମଙ୍ଗଳବାରଠାରୁ ପାରା ଅଲିମ୍ପିକ୍‌
Read More...

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ପୁଲିସ

ରାଉରକେଲା: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ଅଟକାଇଲା ପ୍ଲାଣ୍ଟସାଇଟ ପୁଲିସ। ଅଞ୍ଜଳି ରାଜଗାଙ୍ଗପୁର ଯିବାକୁ ଝାରଖଣ୍ଡରୁ ଆସିଥିଲେ। ସେ ଡାଲମିଆ ସିମେଣ୍ଟ ଖାଦାନ ସମ୍ପ୍ରସାରଣ ପାଇଁ ହେବାକୁ ଥିବା ଜନଶୁଣାଣିରେ ସାମିଲ ହେବାର ଥିଲା। ସେ ଜନଶୁଣାଣିରେ
Read More...

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କହିଲେ ମୋ କଲମରେ ଡେରି ହେବ ନାହିଁ

ଜଣ୍ଟାବାଞ୍ଜି : ମୋଦି ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତ କୋରାପୁଟ, ରାୟଗଡା, କଳାହାଣ୍ଡି ହୋଇ ୨୨ ତାରିଖ ଦିନ କଣ୍ଟାବାଞ୍ଜି ପହଞ୍ଚିଥିଲେ । ଏହି ଅବସରରେ ତାଙ୍କ ସାଙ୍ଗରେ ଥିଲେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା
Read More...

ତାଲିବାନଙ୍କ କ୍ରୁରତା କାହାଣୀ ବଖାଣିଲେ ଆଫଗାନ ମହିଳା, କହିଲେ ଯୁବତୀଙ୍କ ମୃତଦେହ ସହିତ ବି….

ନୂଆଦିଲ୍ଲୀ: ତାଲିବାନି ମାନଙ୍କ କ୍ରୁର ଚେହେରା ଏବେ ସର୍ବସମ୍ମୂଖକୁ ଚାଲି ଆସିଛି । ଅଫଗାନ୍ ନାଗରିକଙ୍କ ଉପରେ କରୁଥିବା ଅତ୍ୟାଚାର ଏବେ ସାରା ଦୁନିଆ ନିଜ ଆଖିରେ ଦେଖୁଛି । ଇତି ମଧ୍ୟରେ ଦେଶ ଛାଡ଼ି ସବୁଦିନ ପାଇଁ ଚାଲି ଆସୁଥିବା ଅଫଗାନ୍ ମହିଳା ମାନେ ତାଲିବାନି ମାନଙ୍କ ନିର୍ଯାତନାର
Read More...

ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ନିକଟସ୍ଥ ରାଣିପେଣ୍ଠାର କୃଷି କ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କ ପାଇଁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣ ସମିତିସଦସ୍ୟା
Read More...

ପରୀ ହତ୍ୟା ମାମଲା : ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀ’ର ମାଆଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ତେବେ ମାମଲାର ସିବିଆଇ ତଦନ୍ତ ଦାବିରେ ପରୀ’ ମା ସୁପ୍ରିମକୋର୍ଟ ଯାଇଥିଲେ ।
Read More...

ସମ୍ଭାବ୍ୟ ମରୁଡି ନେଇ ସ୍ୱତନ୍ତ୍ର ଆକ୍ସନ ପ୍ଲାନ, ନିଆଯିବ ଏହି ସବୁ ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟରେ ମରୁଡି ସ୍ଥିତି ବା ନିଅଣ୍ଟିଆ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଏସଆରସିସ, ଜଳସମ୍ପଦ ବିଭାଗ ସଚିବ, ଅର୍ଥ ସଚିବ ଓ ଅଧିକାରୀ ସାମିଲ ହୋଇଥିଲେ
Read More...