ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ

ପୁରୀ: ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ତେବେ ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରରେ ଯେଭଳି ଶୃଙ୍ଖଳିତ ନିତିକାନ୍ତି ହୋଇପାରିବ ସେ ନେଇ
Read More...

ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ

ପୁରୀ :ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆ ଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଯାହା ଆମ ଓଡିଶାକୁ ସମୃଦ୍ଧ କରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି
Read More...

ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର ଲଗୁନରେ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଡକ୍ଟର ଦେବବ୍ରତ ପାଢୀ, ସିନିୟର କନସଲଟାଣ୍ଟ ଆର୍ଥୋପେଡ଼ିକ୍ସ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ
Read More...

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର: ଆଜି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା କରିଥିଲେ। ଏହି
Read More...

ବ୍ଲକସ୍ତରରେ ହେବ ନିଯୁକ୍ତି ପରାମର୍ଶ ମେଳା

କେନ୍ଦୁଝର : ଜିଲ୍ଲାର ଯୁବକଯୁବତୀ ମାନଙ୍କୁ କର୍ମସଂସ୍ଥାନ ଯୋଗାଇବା, ସ୍ଵରୋଜଗାରକ୍ଷମ କରିବା ଓ ଯୁବ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରାଇବା ପାଇଁ ଉପଯୁକ୍ତ ତାଲିମ ଓ ମାର୍ଗ ଦର୍ଶନ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ପକ୍ଷରୁ ଜିଲ୍ଲାରେ ବ୍ୟାପକ
Read More...

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଗୁରୁତର ସୁପର୍ ଭାଇଜର ବକ୍ସି ପ୍ରତିହାରୀଙ୍କ ଅବସ୍ଥା ସ୍ଥିର ରହିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କର କାନ୍ଧ,କହୁଣି ଓ ମଣିବନ୍ଧରେ ଆଘାତ ଲାଗିଛି । ଏହି ଦୁଇଟି ସ୍ଥାନରେ ଷ୍ଟିଚ ପଡ଼ିଛି । ପିଠି ଓ ହାତରେ ମଧ୍ୟ ଆଘାତ
Read More...

ବ୍ୟାଟ୍ସମ୍ୟାନଙ୍କ ପରେ ଭାରତୀୟ ବୋଲର ବିଫଳ, ବେଙ୍ଗାଲୁରୁ ଟେଷ୍ଟରେ ନ୍ୟୁଜିଲାଣ୍ଡ ଆଗରେ

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ ହୋଇଛି। ଭାରତୀୟ ପରିବେଶ ତଥା ଏସିଆ ମହାଦେଶରେ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର
Read More...

ଜଗାକୁ ଦେଖିବାର ଇଚ୍ଛା,ଷ୍ଟ୍ରେଚରରେ ଆସିଲେ ଭକ୍ତ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ଭାବ ବିହ୍ୱଳ ଦୃଶ୍ୟ ।ଏକ ଷ୍ଟ୍ରେଚରରେ ଶୋଇଥିଲେ ଜଣେ ବୃଦ୍ଧ,ପାଖରେ ଦୁଃଖରେ ଛିଡା ହୋଇଥିଲେ ଜଣେ ବ୍ୟକ୍ତି ଓ ଅନ୍ୟ ଜଣେ ଯୁବକ । ମନରେ ଥିଲା ଦୁଃଖ ଏବଂ ଷ୍ଟ୍ରେଚର ଉପରେ ଶୋଇଥିବା ବୃଦ୍ଧ ଜଣଙ୍କ କହୁଥିଲେ ଜୟ ଜଗନ୍ନଥ ।
Read More...

ସାବତ ପୁଅକୁ କୂଅରେ ପକାଇ ହତ୍ୟା କଲା ମା’

ସୁନ୍ଦରଗଡ଼: ୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କରିଛି ମା’। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲାର ଲାଠିକଟା ଅଞ୍ଚଳରେ। ଏକ ଆଶ୍ଚର୍ୟ୍ୟଜନକ ଘଟଣାରେ ଜଣେ ମହିଳା ତାଙ୍କ ୫ ବର୍ଷର ସାବତ ପୁଅକୁ ପଥରରେ ବାନ୍ଧି ଏକ କୂଅରେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୦ ବର୍ଷ
Read More...

ପୁରୀର ୪ଟି କେନ୍ଦ୍ରରେ ହବିଷ୍ୟାଳୀ ମାଆମାନଙ୍କ ରହଣି ବ୍ୟବସ୍ଥା

ପୁରୀ : ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୧୮ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବ ହବିଷ୍ୟାଳୀ ମାମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ରେ ରଖାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଆଜି
Read More...