ଜୋନାଲସ୍ତରୀୟ ଫୁଟବଲ୍ ଖେଳ ପାଇଁ ବୌଦ୍ଧ ଜିଲ୍ଲା ୧୫ ବର୍ଷରୁ କମ୍ ଫୁଟବଲ୍ ଟିମ୍ର ସମ୍ବଲପୁର ଗସ୍ତ
ବୌଦ୍ଧ,୨୭/୫:- ମୁଖ୍ୟମନ୍ତ୍ରୀ ଟ୍ରଫି ଖେଳିବା ପାଇଁ ବୌଦ୍ଧଜିଲ୍ଲା ୧୫ବର୍ଷରୁ କମ୍ ଫୁଟବଲ୍ ଟିମ୍ ଆଜି ସମ୍ବଲପୁର ଗସ୍ତ କରିଛନ୍ତି । ଏଥିପାଇଁ ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର!-->…
Read More...
Read More...