ଚମ୍ପାଇ ସୋରେନଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ି ଓଲଟିଲା

ପୁଲିସ କର୍ମଚାରୀଙ୍କ ମୃତ୍ୟୁ, ୫ ଗୁରୁତର ଷଢେ଼ଇକଳା : ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଏକ୍ସକର୍ଟ କରି ଫେରୁଥିବା ପୁଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଭ୍ୟାନ୍‌ରେ ଥିବା ଏସ୍‌ଆଇ ମନୋଜ ଭଗତଙ୍କ
Read More...

ଇଣ୍ଟରନେଟ୍‌ରେ ଭାରତର ଯୁଗ

ନୂଆଦିଲ୍ଲୀ : ନୂଆ ରେକର୍ଡ଼ ମୁତାବକ ଭାରତରେ ୭.୩ ନିୟୁତ ଇଣ୍ଟରନେଟ୍ ଗ୍ରାହକ ଯୋଡ଼ି ହେଇଛନ୍ତି। ସେହିପରି ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ କ୍ଷେତ୍ରରେ ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି ହେବାରୁ ଭାରତ ଏବେ ଇଣ୍ଟରନେଟର ଯୁଗ ଭାବେ ସାବ୍ୟସ୍ତ ହୋଇଛି। କାରଣ ଗୋଟିଏ ବର୍ଷରେ ଭାରତର ୭.୮ ନିୟୁତ
Read More...

ଭାରତ ବନ୍ଦର ପ୍ରଭାବ

ହୀରାଞ୍ଚଳ ଲାଇଭ : ଭାରତ ବନ୍ଦର ପ୍ରଭାବରେ ଭୁବନେଶ୍ୱର, ସମ୍ବଲପୁରରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଠପ୍ ହୋଇଛି। ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ
Read More...

ମମତା ମହାନ୍ତ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ମମତା ହେଉଛନ୍ତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ। ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ
Read More...

ବିଧିର ବିଧାନ କେ କରିବ ଆନ

ହସ୍ପିଟାଲରେ ଭର୍ତ୍ତି ହେଲେ ଜୁଏଲ ଓରାମ I ଭୁବନେଶ୍ୱର : ଭାଗ୍ୟରେ ଯାହା ଲେଖାଥାଏ ତାହାକୁ କେହି ବଦଳାଇ ପାରିବେ ନାହିଁ। ଧନୀ ହେଉ ବା ଗରିବ ଦୁଃଖ ଆସେ ସବୁ ମଣିଷଙ୍କ ଜୀବନରେ। ତେବେ ଏହା ମଧ୍ୟରେ ରାଜ୍ୟର ବରିଷ୍ଠ ରାଜନେତା ତଥା ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ
Read More...

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ

ଗୁରୁତର ହରିହାରଙ୍କ ମୃତ୍ୟୁ I ପୁରୀ : ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ଦିନରେ ଘଟିଛି ଅଘଟଣ I ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ ଚାଲିଥିବାର ମିଳିଛି ସୂଚନା। ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ହାଡଗୋଡିଆ
Read More...

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ…

ଭୁବନେଶ୍ଵର : (୧୯/୦୮/୨୦୨୪ ) ଆଜି ରାକ୍ଷୀ ପୂର୍ଣମୀ ତଥା ପ୍ରଭୁ ବଳଭଦ୍ରଙ୍କର ଜନ୍ମନୀତି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବାହ୍ନରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ
Read More...

ବଜାର ଆସୋସିଏସନ ଆନୁକୂଲ୍ୟରେ ଗହ୍ମା ଉତ୍ସବ ପାଳିତ

ହରଭଙ୍ଗା :ପୁଣ୍ୟ ଶ୍ରାବଣ ମାସ ପୂର୍ଣ୍ଣମାକୁ ରାକ୍ଷୀ ପୂର୍ଣ୍ଣମା ବା ଗହ୍ମା ପୂର୍ଣ୍ଣମା କୁହାଯାଏ । ପୁରାତନ କାଳରୁ ଏହି ପୂର୍ଣ୍ଣମା ଗ୍ରାମାଞ୍ଚଳ ଠାରୁ ସହର, ଦେବାଳୟ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ପକ୍ଷରୁ ପବିତ୍ର
Read More...

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ହାଡ଼ଗୋଡ଼ିଆ ସାହିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି । ଆକ୍ରମଣରେ ଗୁରୁତର ଜଣକ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍‌ର ହରିହର ସାହୁ ବୋଲି ଜଣାଯାଇଛି । ପୂର୍ବ ଶତ୍ରୁତାକୁ
Read More...

ଗଜରାଜ ସଙ୍କଟରେ, ବିଦ୍ୟୁତ ତାର ନେଉଛି ଜୀବନ

ଦନ୍ତା ‘ରାମୁ' ର ମୃତ୍ୟୁକୁ ନେଇ ଆଲୋଡନଭୁବନେଶ୍ୱର : ସରକାରଙ୍କ ଦ୍ଵାରା ଗଜରାଜଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଅଥଚ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଥମୁ ନାହିଁ । ହାତୀ କରିଡ଼ର ସୁରକ୍ଷା ବି କାମ ଦେଉନାହିଁ। ସଙ୍କଟରେ ପଡ଼ିଛନ୍ତି ଗଜରାଜ। ଆଜି ଭୁବନେଶ୍ୱର ନିକଟସ୍ଥ
Read More...