କେଳାକଟାରେ ୨୦୦ରୁ ଉର୍ଦ୍ଧ୍ୱ ଲୋକ ଏକାଠି ଖାଇଲେ ନବାନ୍ନ
ବୌଦ୍ଧ : ହରଭଙ୍ଗା ବ୍ଲକ କେଳାକଟା ଗ୍ରାମରେ ମଥୁରା ପଞ୍ଚାୟତର ସରପଞ୍ଚଙ୍କ ତତ୍ତ୍ୱାବଧାନରେ ୩୫ ଟି ପରିବାରର ପ୍ରାୟ ଦୁଇ ଶହ ଜଣ ଏକାଠି ହୋଇ ପଶ୍ଚିମ ଓଡ଼ିଶାର ପବିତ୍ର କୃଷି ଭିତ୍ତିକ ଗଣ ପର୍ବ "ନୂଆଁଖାଇ' ପାଳନ କରିଛନ୍ତି । ଏହି ନୂଆଁଖାଇ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଶିଷ୍ଠ!-->…
Read More...
Read More...