ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ପର୍ଯ୍ୟଟକ
ପୁରୀ : ପୁଣି ପୁରୀ ସମୁଦ୍ରରେ ଘଟିଛି ବଡ଼ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡିଗଲେ ପର୍ଯ୍ୟଟକ। ଲାଇଫଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଉଦ୍ଧାର ହେଲେ ପର୍ଯ୍ୟଟକ। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ବର୍ଦ୍ଧମାନର ଦିଭାଶିଷ ଘୋଷ। ରିପ୍ କରେଣ୍ଟ ଯୋଗୁ ଗଭୀର ସମୁଦ୍ରରେ!-->…
Read More...
Read More...