ଦଶପଲ୍ଲା ରାଜମାତାଙ୍କ ପରଲୋକ
ଦଶପଲ୍ଲା : ଶନିବାର ପ୍ରତ୍ୟୁଷ ୪ ଘଣ୍ଟା ସମୟରେ ଦଶପଲ୍ଲାର ରାଜମାତା କମଳ କୁମାରୀ ଦେଓଭଞ୍ଜଙ୍କ ୱ୍ୟାଲଟିୟର ( ବିଶାଖା ପାଟଣା) ସୂର୍ୟବାଗ୍ ପ୍ୟାଲେସରେ ୯୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ହେଉଛନ୍ତି ଶେଷ ରାଜମାତା। ସେ ୧୭ ତମ ଦଶପଲ୍ଲାର ରାଜାସାହେବ୍ ପୂର୍ଣ୍ଣଚନ୍ଦ୍ର ଦେଓଭଞ୍ଜ ( ପୂର୍ବ!-->…
Read More...
Read More...