ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ କାର ଯାତ୍ରୀ

ହରଭଙ୍ଗା :ଜାତୀୟ ରାଜପଥ ୫୭ରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛ ଓ ସିମେଣ୍ଟ ବେଞ୍ଚକୁ ଧକ୍କା ଦେଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ । ଉକ୍ତ ସ୍ଥାନରେ ହମ୍ପ ଓ ଷ୍ଟ୍ରିଟ ଲାଇଟ ଚାଲୁ ପାଇଁ ଗ୍ରାମବାସୀଙ୍କ ଉଠିଲା ଦାବି । ସୂଚନା ଅନୁଯାଇ
Read More...

ରେସରୁ ଓହରିଲେ ଜଗନ୍ନାଥ ପ୍ରଧାନ

ରାଜ୍ୟସଭା ପାଇଁ ବିଜେପିର ଦ୍ଵିତୀୟ ପ୍ରାର୍ଥୀ ନାମାଙ୍କନ ଭରିବା ଘଟଣା। ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ। ବିଧାନସଭାରେ ପହଞ୍ଚି ସେ ରାଜ୍ୟସଭା ପାଇଁ
Read More...

ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ

ପୁରୀ : ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହୋଇଛି। ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଏବଂ ଦକ୍ଷିଣଘରୁ ମଦନମୋହନ ଆସି ମଧ୍ୟ ଦୋଳିରେ ବିଜେ କରିଥିଲେ। ମଇଲମ ଓ ଅନ୍ୟାନ୍ୟ ନୀତି
Read More...

ସତ ଓଗାଳିଲେ ସଞ୍ଜୟ ରୋଏ

କୋଲକାତା : ଅଗଷ୍ଟ ୯ରେ ଆର୍‌.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଥିଲା। ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୋଏ ନିଜ ଅପରାଧ ସ୍ବୀକାର କରିଛନ୍ତି। ଯଦି
Read More...

ଦ୍ଵନ୍ଦରେ ଗରିବ ହିତାଧିକାରୀ

ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମ I ପାଟଣାଗଡ : ରାଜ୍ୟ ସରକାର ଅନେକ ନିୟମ ବଦଳାଉଥିବା ବେଳେ ଏବେ ରାସନ କାର୍ଡ ଉପରେ ନୂଆ ନିୟମ ବାହାର କରିଛନ୍ତି । ଯାହାକୁ ନେଇ ଗରିବ ଯୋଗ୍ୟ ହିତାଧିକାରୀଙ୍କଠାରୁ ମଧ୍ୟବିତ୍ତ ପରିବାର ଦ୍ଵନ୍ଦରେ ପଡିଯାଇଛନ୍ତି। ଏହି ରାସନ କାର୍ଡରେ
Read More...

ହରଭଙ୍ଗା ଥାନାରେ ରକ୍ତଦାନ ଶିବିର

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି l ଏହି ଅବସରରେ ହରଭଙ୍ଗା ଥାନା ପକ୍ଷରୁ ଏକ ସ୍ୱଚ୍ଛକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏସଡିପିଓ କୁଲଦୀପ ମିନା ପହଞ୍ଚି ଶୁଭଉଦ୍ଘାଟନ
Read More...

ଚୀନରେ ନାମକଲେ ଓଡ଼ିଶାର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ତାରକା

ଚୀନ : ବ୍ୟାଡ୍‌ମିଣ୍ଟନ ତାରକା ତନ୍ବୀ ପତ୍ରୀ ଇତିହାସ ରଚିଛନ୍ତି। ପ୍ରଥମ ଓଡ଼ିଆ ତଥା ତୃତୀୟ ଭାରତୀୟ ଭାବେ ତନ୍ବୀ ଏସୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପର ୧୫ ବର୍ଷରୁ କମ୍‌ ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତନ୍ବୀ ଓଡିଶା ବାଲେଶ୍ୱରର ୧୩ବର୍ଷୀୟ ଝିଅ ଅଟନ୍ତି I ସେ
Read More...

ଜନ ଶୁଣାଣି ଶିବିରରେ ୨ ହଜାର ଅଭିଯୋଗ ପଞ୍ଜୀକୃତ

ଆଠଗଡ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଆଠଗଡରେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ସାପୁଆ ସେତୁ ନିକଟ ବିଜେପି କାର୍ଯ୍ୟାଳୟରେ ଦିବା ୧୧ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଓ କଟକ ଜିଲ୍ଲା
Read More...

ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ବୈଠକ

ଦେବଗଡ : ତିଲେଇବଣି ବ୍ଳକ ବଣିଆକିଲିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦେବଗଡ ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ବୈକୁଣ୍ଠ କିସାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୮ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ଏଥିସହ
Read More...

ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି ପାଳିତ

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମ ନୀତି। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ କୃଷ୍ଣ ଓ ରାମ ଆଦି ଅବତାର ଜନ୍ମ ନେଇଥାନ୍ତି। ଶ୍ରୀମନ୍ଦିର
Read More...