ଭାରତୀୟ ମଜଦୂର ସଙ୍ଘର ୭୦ତମ ପ୍ରତିଷ୍ଠା ଦିବସ
ଫୁଲବାଣୀ : ଦେଶର ସର୍ବବୃହତ ଶ୍ରମିକ ସଙ୍ଗଠନ ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ର ୭୦ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ତେଜ ବାଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଶ୍ରମ ନୀତି,ଓ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।!-->…
Read More...
Read More...