ଗମ୍ଭୀରଙ୍କ ଅଧୀନରେ ଖେଳିବାକୁ ହେବ ଜାଣି ବିରାଟ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ଆଇପିଏଲ ସମୟରେ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଥିଲା। ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବାରୁ କ୍ରିକେଟପ୍ରେମୀମାନେ ଭୟ କରୁଛନ୍ତି ଯେ ଏହି ଦୁଇ ତାରକା ପୁଣି ମୁହାଁମୁହିଁ ହୋଇପାରନ୍ତି। ତେବେ ଏଭଳି
Read More...

ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଲେ ଉତ୍ତରାଞ୍ଚଳ ଆଇଜି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଅପରାଧୀଙ୍କ ଘର ଭାଙ୍ଗିବା ପରେ ଆକ୍ସନ ମୋଡରେ ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଯେକେହି ବି ସରକାରୀ ଜାଗା ଜବରଦଖଲ କରି ସଂଗଠିତ
Read More...

ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ମାମଲା ରୁଜ୍ଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
Read More...

ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପରିବାର

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ବୌଦ୍ଧ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାର l ଗତ ମେ ମାସ ୩୧ ତାରିଖ ଦିନ ରାତିରେ ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡଙ୍କୁ ପେଟରେ ଛୁରୀ ଭୁଷି ବିଭତ୍ସ ଭାବରେ
Read More...

ପ୍ରଧାନମନ୍ତ୍ରୀ ଆବାସ କଲୋନୀ ଅସାମାଜିକ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ

ଚିପିଲିମା : ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ବେହେରାଟିକ୍ରା ରେ ବହୁବର୍ଷ ହେଲା ୫୪ଟି ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ନେଇ ଏକ କଲୋନୀ ତିଆରି ହୋଇଛି l ଯାହାକି କଳାମାଟି ପଞ୍ଚାୟତର ଭୂମିହୀନଙ୍କୁ ଘରଗୁଡିକ ଦିଆଯାଇଛି l ସେଥିମଧ୍ୟରୁ ଅଧିକାଂଶ ଆବାସ ଗୃହ ଗୋଶାଳା ଚିପିଲିମା
Read More...

ବାର୍ଷିକ ମଣ୍ଡେଇ ଓ ଆଷାଢ଼କେନା ଯାତ୍ରା

କୋକସରା : ପ୍ରାଚୀନ କାଳରୁ କଳାହାଣ୍ଡି ଭୂଖଣ୍ଡ ତାର ନିଆରା ଧର୍ମଧାରା ସହ ଉନ୍ନତ କଲା ସଂସ୍କୃତି ପାଇଁ ନିଜର ସ୍ୱତ୍ରନ୍ତତା ପ୍ରତିପାଦନ କରିଥାଏ l ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ବିଭିନ୍ନ ଦେବାଦେବୀ ପ୍ରାଚୀନ ପରମ୍ପରା ସହ ଉପାସିତ ହେବା ସହ ସେମାନଙ୍କ ଯାତ୍ରା /ପର୍ବ ଅନୁଷ୍ଠିତ ହୋଇଥାଏ l
Read More...

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୬୦,୦୦୦ଙ୍କା ଜୋରିମାନା

ଫୁଲବାଣୀ : ଫାଷ୍ଟ ଟ୍ରାକର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲା ର ବିଚାର, ୧୬ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାର ରେ ବିଚାର କରି ତାଲେଶ୍ଵର ମଲ୍ଲିକ ପିତା ଦଶରଥ ମଲ୍ଲିକ ଗ୍ରାମ -ବାଲିକିଆ (ବାଲିଗୁଡା)କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ
Read More...

କେବେ ହବ ରାସ୍ତା ନୂଆଗାଁ ଷ୍ଟେସନ

ନୟାଗଡ଼ଜିଲା : (ନୂଆଗାଁ ) କେବେ ହବ ନୂଆଗାଁ ଷ୍ଟେସନକୁ ରାସ୍ତ। ? ସୂଚନା ଥାଉ କି ଭାରତୀୟ ରେଳ ବିଭାଗ ଆନୁକୁଲ୍ୟ ରେ ଦୀର୍ଘ ବର୍ଷର ସ୍ଵପ୍ନ ସାକାର ସ୍ୱରୂପ ନୂଆଗାଁରେ ରେଳ ସଂଯୋଗ ଫଳପ୍ରଦ ହେଇଛି । ପ୍ରତ୍ୟକ ଦିନ ସହ ସହ ଯାତ୍ରୀ ରେଳ ଦ୍ଵାରା ଭୁବନେଶ୍ୱର, ପୁରୀ ଯାତାୟାତ କରନ୍ତି। ନୂଆଗାଁ
Read More...

ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା

ଚଳିତ ରଥଯାତ୍ରାକୁ ପରିବେଶ ଉପଯୋଗୀ କରିବା ସହ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା।ଏହା ଏକ ବଡ ପଦକ୍ଷେପ । ଏକ ଦୀର୍ଘ ସ୍ଥାୟୀ ସୂତ୍ରରେ ଏହାର ପୁନଃ ପ୍ରକ୍ରିୟା କରଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲା
Read More...

ଯାତ୍ରୀ ଆଶ୍ରୟସ୍ଥଳୀ ମଧ୍ୟରେ ପାଣି, ଯାତ୍ରୀ ହନ୍ତସନ୍ତ

ନୟାଗଡ଼ଜିଲା : (ନୂଆଗାଁ ) ସାମାନ୍ଯ ବର୍ଷା ରେ ଯାତ୍ରୀ ଆଶ୍ରୟସ୍ଥଳୀ ମଧ୍ୟ ରେ ଆଣ୍ଠୁଏ ପାଣି, ଯାତ୍ରୀ ହନ୍ତସନ୍ତ। ସୂଚନା ଥାଉ କି ନୂଆଗାଁରୁ ବାହାଡାଝୋଲାକୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତା ଶିମିଳିସାହି ଛକରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦ୍ରୁଶ୍ଯ ସାମାନ୍ୟ ବର୍ଷା ହେଲେ ଶିମିଳିସାହି
Read More...