ହରଭଙ୍ଗା ଥାନାରେ ରକ୍ତଦାନ ଶିବିର
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି l ଏହି ଅବସରରେ ହରଭଙ୍ଗା ଥାନା ପକ୍ଷରୁ ଏକ ସ୍ୱଚ୍ଛକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏସଡିପିଓ କୁଲଦୀପ ମିନା ପହଞ୍ଚି ଶୁଭଉଦ୍ଘାଟନ!-->…
Read More...
Read More...