ବରଗଡ ଦ୍ୱାରା ପୁଲିସ ନାକା ଚେକିଂ ସମୟରେ ୧୦ ଲକ୍ଷ ଟଙ୍କା ଜବତ
ବରଗଡ : ବରଗଡ ପୁଲିସ ଦ୍ୱାରା ସହରର ବିଭିନ୍ନ ଛକରେ ନାକା ଚେକିଂ ବେଳେ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ଓଡି ୧୫ ୟୁ ୩୨୫୬ ନମ୍ବର ପିକଅପକୁ ହଲଦିପାଲି ଛକରେ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସମ୍ବଲପୁର!-->…
Read More...
Read More...