ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ହୃଦଘାତ ହେବାରୁ ଶ୍ରୀମନ୍ଦିର ଭିତରେ ମୃତ୍ୟୁ । ଶ୍ରୀମନ୍ଦିରରେ ଥିବା ବିଶ୍ୱନାଥ ମନ୍ଦିର ଆଗରେ ଜନୈକ ଭକ୍ତ ପ୍ରଣାମ କରିବା ସମୟରେ ମୂର୍ଛା ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମୁଖ୍ୟ
Read More...

ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଅଡିଟୋରିୟମରେ ଇଡିଏଆର୍‌ (ଇଲେକ୍ଟ୍ରୋନିକ୍‌ ବିସ୍ତୃତ ଦୁର୍ଘଟଣା ରିପୋର୍ଟ) ସମ୍ପର୍କରେ ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଇଡିଏଆର୍‌
Read More...

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବାର ଆସୋସିଏସନ୍‌ ଓ ଜୁଡ଼ିସିଆଲ ପକ୍ଷରୁ ଆଜି ସ୍ଥାନୀୟ କଲେଜ୍‌ ପଡିଆଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଟି-୨୦ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦୌରା ଜଜ୍‌ ରଶ୍ମି ମୋହନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିବା
Read More...

ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ;ସୁନାବେଡାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଆତଙ୍କିତ

ନୂଆପଡ଼ା :ନୂଆପଡା ସୁନାବେଡାରେ ବାଘ ଆତଙ୍କ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବୁଲୁଛି କଲରାପତରିଆ ବାଘ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଘକୁ ନେଇ ଅଭୟାରଣ୍ୟବାସୀ ଆତଙ୍କିତ ହୋଇପଡିଛନ୍ତି । ଯାହା ସୂଚନା ମିଳିଛି, ଜିଲ୍ଲା କୃଷି,
Read More...

ନିଆଁ ଲାଗି ପାଉଁଶ ହେଲା ୩ ଗଦା ଧାନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଠାରେ ପ୍ରାୟ ୭ ଏକର ଜମିର ୩ ଜଣ ଚାଷୀଙ୍କର ୩ ଗୋଟି ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି । ଆଜି ଦିନ ଦ୍ୱିପହରରେ ସାଢେ଼ ତିନି ଘଣ୍ଟ ସମୟରେ ନୂଆଗାଁର ତୁଳା ରାମ ମାଝୀ, ନବୀନ ମାଝୀ ଓ
Read More...

କୁମ୍ଭକାରମାନଙ୍କ ୫ ଦିନିଆ କୁରାଳ ପଞ୍ଚମୀ ପର୍ବ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ର ସମେତ ସମଗ୍ର ଓଡିଶାରେ କୁମ୍ଭକାରମାନଙ୍କ ପବିତ୍ର କୁରାଳପଞ୍ଚମୀ ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ମାର୍ଗଶୀର ଶୁକ୍ଳ ପଞ୍ଚମୀ ତିଥିରୁ ଏହି ପର୍ବ ପାରମ୍ପରିକ ରୀତି ଅନୁସାରେ ୫ ଦିନ ପାଳିତ ହୋଇ ଆସନ୍ତା ୨୧ ତାରିଖରେ ଉଦ୍‌ଯାପିତ ହେବ । ସ୍ଥାନୀୟ କୁମ୍ଭାରପଡା, ଜେନାପୁର,
Read More...

ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା

ପୁରୀ : ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା । ଏଣିକି ଭକ୍ତ ହୁଅନ୍ତୁ କିମ୍ବା ସେବାୟତ କେହି ବି ମନ୍ଦିର ଭିତରେ ପଲିଥିନ ବ୍ୟବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ପଲିଥିନ
Read More...

ଗଡଜାତ ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ବୌଦ୍ଧ,୧୫/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ହାଇସ୍କୁଲ ପଡିଆଠାରେ ସପ୍ତମ ଗଡଜାତ ଲୋକ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମ୍ରୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ବୌଦ୍ଧ ଗଡଜାତର କଳା, ସଂସ୍କୃତି ଓ
Read More...

୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି: କାର୍ତ୍ତିକ

ଭୁବନେଶ୍ୱର ୧୫ା୧୨: ମୋର କୌଣସି ପଦପଦବୀ ଆଶା ନାହିଁ; ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ
Read More...

ପୁଣି ପୁରୁଣାକଟକ ଥାନା ଅଞ୍ଚଳରୁ ବାଇକ୍‌ ଚୋରି, ଟେର ପାଉନି ପୁଲିସ

ହରଭଙ୍ଗା : ପୁରୁଣାକଟକ ଥାନାକୁ ଚାଲେଞ୍ଜ କାରି ପୁଣି ବାଇକ ଚୋରି । ଟେର ପାଉନି ପୋଲିସ । ବାରମ୍ବାର ଚୋରି ପରେ ପୋଲିସ ପ୍ରଶାସନ ଉପରେ ସାଧାରଣ ଜନତାଙ୍କ ଅସ୍ଥା ତୁଟୁଛି । ଯାହାର ସତ୍ୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁସାରେ ଗତ
Read More...