ଜଳିଗଲା ୨ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଅଗ୍ନିବିପର୍ଣ୍ଣ ପରିବାରଙ୍କୁ ସହାୟତା ହାତ ବଢ଼ାଇଲେ ବ୍ଲକ ଉପାଧ୍ୟକ୍ଷ
ହରଭଙ୍ଗା,୨୧/୪:- ଆଜି ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁଶାସିଙ୍ଗା ଗ୍ରାମରେ ମଧ୍ୟାହ୍ନ ୨ଟା ସମୟରେ ଗ୍ରାମର ଗଗନ କଲତାଙ୍କ ଘରେ କୋଣସି କାରଣ ବଶତଃ ହଠାତ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିପାରିନଥିଲେ । ଅଗ୍ନିଶମ ବାହିନୀକୁ ଖବର!-->…
Read More...
Read More...