ପୁଣି ପୁରୁଣାକଟକ ଥାନା ଅଞ୍ଚଳରୁ ବାଇକ୍ ଚୋରି, ଟେର ପାଉନି ପୁଲିସ
ହରଭଙ୍ଗା : ପୁରୁଣାକଟକ ଥାନାକୁ ଚାଲେଞ୍ଜ କାରି ପୁଣି ବାଇକ ଚୋରି । ଟେର ପାଉନି ପୋଲିସ । ବାରମ୍ବାର ଚୋରି ପରେ ପୋଲିସ ପ୍ରଶାସନ ଉପରେ ସାଧାରଣ ଜନତାଙ୍କ ଅସ୍ଥା ତୁଟୁଛି । ଯାହାର ସତ୍ୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁସାରେ ଗତ!-->…
Read More...
Read More...