ଗାଡି ଜବତ, ୨ ଚୋର ଅଟକ

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ଦିନକୁଦିନ ଚୋରି କାଣ୍ଡ ବଢୁଥିବା ବେଳେ ଜ଼ିଲ୍ଲାର ହରଭଙ୍ଗା ଥାନା ତଳଗାଁ ପଚାୟତ ଗଣ୍ଡି ସର ଗ୍ରାମରେ ବିଳମ୍ବିତ ରାତ୍ରିରେ ୨ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରିଥିବା ଜଣାପଡ଼ିଛି । ସୂଚନା ମତେ ଗତ ୨୧ ତାରିଖ ରାତ୍ରି ୧୧ଘଣ୍ଟା ସମୟରେ ଗଣ୍ଡିସର ଗ୍ରାମରେ
Read More...

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି
Read More...

ରାମଗଡ ଗ୍ରାମରେ କୈଳାସୀ ଯାତ୍ରା ଅନୁଷ୍ଠିତ

ହରଭଙ୍ଗା :କାର୍ତ୍ତିକ ମାସ ବଡ଼ ଏକାଦଶୀ ବା କୈଳାସୀ ଓଷା ଗୁରୁବାର ଦିନ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ କୈଳାସୀ ମାଙ୍କ ଓଷାକୋଠିରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଗହଣରେ ଛତି, ଛାତ୍ର, ଘଣ୍ଟଘଣ୍ଟାର ଶୋଭାଯାତ୍ରାରେ ମହାନଦୀକୁ ଯାଇ ପୂର୍ଣ୍ଣ ଜଳ କୁମ୍ଭ
Read More...

ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିବାପରେ ଜେଲ ଯିବା ଭୟରେ ଆତ୍ମହତ୍ୟା କଲା ସାନ ଭାଇ

ତାଳଚେର: ଦୁଇଦିନ ପୂର୍ବରୁ ସାନଭାଇ ତାର ନିଭ ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ଆଜି ସାନଭାଇ ଜେଲ ଯିବା ଭୟରେ ଝୁଲିପଡ଼ିଛି।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । ସୂଚନାମୁତାବକ, ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ତେଣ୍ଟୁଲୋଇ
Read More...

ବିବାଦୀୟ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି 'ପନୌତି' ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ। ଏହାକୁ ନେଇ ଆଜି ତାଙ୍କୁ ଇସି
Read More...

ଚଳନ୍ତା ବସରେ ଦେବଦୂତ ସାଜିଲେ ନର୍ସ

ଚଳନ୍ତା ବସରେ ପ୍ରସବ କରାଇଲେ ନର୍ସ । ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିବାବେଳେ ଚିକିଟିର ମହିଳାଙ୍କର ହୋଇଥିଲା ପ୍ରସବ ବେଦନା , ସୌଭାଗ୍ୟବଶତଃ ସେହି ବସରେ ଜଣେ ନର୍ସ ମଧ୍ୟ ଯାତ୍ରା କରୁଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ଚର୍ଚ୍ଚାକୁ ଆସିଛନ୍ତି ଆନ୍ଧ୍ରର ଜଣେ ନର୍ସ ।ଚିକିଟି ବ୍ଲକ୍ ସୁରଳ
Read More...

ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା

ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି 'ପ୍ରଥା' ସିନେମାର ପ୍ରଯୋଜିକା ସନଲିସା।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା,
Read More...

ବିଜେବି କଲେଜରେ ଛାତ୍ର ଉତ୍ତେଜନା: ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି

ଭୁବନେଶ୍ୱର: ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ । କଲେଜର ଜଣେ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ
Read More...

ଟନେଲ ଟ୍ରାଜେଡି: ଉଦ୍ଧାର ପାଇଁ ଆହୁରି ଲାଗିପାରେ ୧୨ରୁ ୧୪ ଘଣ୍ଟା!

ଟନେଲ ତଳେ ଦୀର୍ଘ ୧୨ ଦିନ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଆହୁରି ଜୋରଦାର କରାଯାଇଛି। କିନ୍ତୁ ଏହା
Read More...

ଆଠଗଡ କୃଷି ବିଭାଗ ତରଫରୁ ରବି ୠତୁ ପାଇଁ ଚିନାବାଦାମ, ସୋରିଷ ଓ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

ଆଠଗଡ: ଆଠଗଡ ବ୍ଲକ କୃଷି କାଯ୍ୟାଳୟ ତରଫରୁ କ୍ଷେତ୍ର ପ୍ରଦର୍ଶନ ପାଇଁ ରବି ୠତୁରେ ତୈଳ ବୀଜ ଚାଷ ପାଇଁ ଆଠଗଡରେ ବ୍ୟାପକ ଚାଷ ପାଇଁ ମାନ୍ୟବର କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଧୂରୁଷିଆ ଇଚ୍ଛାପୁର, ବେଣ୍ଟାପଦା,
Read More...