ଅନନ୍ୟା ପାଣ୍ଡେଙ୍କୁ ହାତରୁ ଖସିଲା ଏହି ବଡ ଫିଲ୍ମ

ଅନନ୍ୟା ପାଣ୍ଡେ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ, ତୁ ମେରି ମୈଁ ତେରା ପାଇଁ ଖବରରେ ଅଛନ୍ତି। ଏହା ସହିତ, ସେ ଚାନ୍ଦ ମେରା ଦିଲ୍‌ରେ ଲକ୍ଷ୍ୟ ଲାଲୱାନୀଙ୍କ ବିପକ୍ଷରେ ନଜର ଆସିବେ।ଅଭିନେତ୍ରୀଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଥିବା ବେଳେ, ତାଙ୍କୁ ଏକ ପ୍ରମୁଖ ଫିଲ୍ମରୁ ବାଦ୍ ଦିଆଯାଇଛି।
Read More...

କମ୍ ବଜେଟରେ ହନିମୁନ୍ ଯିବାକୁ ଚାହୁଁଥିଲେ, ବାଛନ୍ତୁ ଏହି 6 ସ୍ଥାନ

ଭାରତରେ ବିବାହ ଋତୁ ଆରମ୍ଭ ହୋଇସାରିଛି। ବିବାହ ପରେ ଦମ୍ପତିମାନେ ଅନିବାର୍ଯ୍ୟ ଭାବରେ ହନିମୁନ ଯାତ୍ରା କରନ୍ତି। ଯଦି ଆପଣ ଭାରତରେ ଏକ ହନିମୁନ ଯାତ୍ରା ପାଇଁ ସ୍ଥାନ ଖୋଜୁଛନ୍ତି, ତେବେ ଏହି ଆର୍ଟିକିଲ୍ ଆପଣଙ୍କ ପାଇଁ। ଭାରତ ପରିଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନ ଏବଂ ଆପଣଙ୍କ ସାଥୀଙ୍କ
Read More...

ନୂଆପଡା ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର
Read More...

ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ

ଭୁବନେଶ୍ୱର :ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଗତ କିଛି ଦିନ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ପାଞ୍ଚ ଡିଗ୍ରି ସେଲସିୟସ ହ୍ରାସ ପାଇଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭବ ହେବା ଆରମ୍ଭ ହୋଇଛି।ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି
Read More...

2026 ଆଇପିଏଲ ଖେଳିବେ ଧୋନୀ

ଚେନ୍ନାଇ,୦୬/୧୧: ଆଇପିଏଲ୍‌ର ବରିଷ୍ଠ ଖେଳାଳି । ମହେନ୍ଦ୍ର ସଂହ ଧୋନୀ । ସିଏସ୍‌କେରେ ଅନେକ ବର୍ଷ ଧରି ଜଡ଼ିତ ଅଛନ୍ତି । ଲଗାତାର ସେ ଚେନ୍ନାଇ ପାଇଁ ଖେଳି ଆସୁଛନ୍ତି । ବର୍ଷକୁ ଥରେ ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଗହଳି ଲାଗେ । ଆଉ ଆଇପିଏଲ୍ ସରିବା ପରେ ଚର୍ଚ୍ଚା ହୁଏ ଆଗାମୀ ବର୍ଷ
Read More...

ନୂଆପଡା ଉପନିର୍ବାଚନ : ଆଜି ପ୍ରଚାର କରିବେ ଓଡ଼ିଶା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡା ଗସ୍ତରେ ଯାଉଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଖି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେବାକୁ ଦଳ ଚିନ୍ତା କରିଛି। ମୋହନ
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ- ନଭେମ୍ବର ୧୪ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଆହତ ହୋଇଥିବା ଋଷଭ ପନ୍ତ ଶେଷରେ ଭାରତୀୟ ଟିମକୁ ଫେରିଛନ୍ତି। ଜାତୀୟ ଦଳରେ ସାମିଲ ହେବା ପୂର୍ବରୁ ପନ୍ତଙ୍କୁ ଫିଟନେସର
Read More...

37 ବର୍ଷରେ ପଦାର୍ପଣ କଲେ ଚେଜ୍ ମାଷ୍ଟର ବିରାଟ, ଜାଣନ୍ତୁ ତାଙ୍କର ଶ୍ରେଷ୍ଠ 10 ରେକର୍ଡ

ନୂଆଦିଲ୍ଲୀ: ଯେତେବେଳେ କ୍ରିକେଟ କଥା ଆସେ, କିଛି ଖେଳାଳି କେବଳ ଖେଳନ୍ତି, କିଛି ଇତିହାସ ଲେଖନ୍ତି, ଏବଂ ତା’ପରେ ସେମାନେ ଆସିଯାଆନ୍ତି ଯେଉଁମାନେ ଖେଳକୁ ଏକ ନୂତନ ପରିଚୟ ଦିଅନ୍ତି। ବିରାଟ କୋହଲି ଏପରି ଏକ ନାମ, ଯିଏ କ୍ରିକେଟକୁ କେବଳ ଏକ ଖେଳ ନୁହେଁ, ବରଂ ଭାବପ୍ରବଣତା, ଆଗ୍ରହ ଏବଂ ଏକ
Read More...

 ଚାଷୀଙ୍କୁ ଖୁସି ଖବର ଦେଲେ ମୋହନ ସରକାର

ଭୁବନେଶ୍ବର ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମ୍‌ଏସ୍‌ପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ଟଙ୍କା ଦେବେ ସରକାର । ଗ୍ରେଡ଼ ଏ ଧାନ କ୍ୱିଣ୍ଟାଲ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ । ଧାନ ବିକ୍ରି ପଞ୍ଜିକରଣ ତ୍ରୁଟି ନେଇ ପ୍ରଶ୍ନ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ । ଧାନ ବିକ୍ରି ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କ ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ସେ
Read More...