ଚାଲିଥିଲା ରାମଲୀଳା, ରାମଙ୍କ ଉପରକୁ ବୋମାମାଡ
ପୁରୀ : ରାମଲୀଳା ଚାଲିଥିବା ବେଳେ ମଞ୍ଚରେ ରାମଙ୍କ ଉପରକୁ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼ କରିଛନ୍ତି!-->…
Read More...
Read More...