ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତର ସରପଞ୍ଚଙ୍କ ପରଲୋକ
ଯାଜପୁର : ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ର ଚୋରମୁହାଁ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତିଙ୍କ ପରଲୋକ ହୋଇଥିବା ଜଣାପଡିଛି । ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ଖବରରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରଦ୍ୟୁମ୍ନଙ୍କ ମର ଶରୀର ଧର୍ମଶାଳା ମେଡିକାଲ ପରିସରରେ ରଖାଯାଇଛି!-->…
Read More...
Read More...