ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର

ଭୁବନେଶ୍ବର: ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦ ଭଗତଙ୍କ ଉପରେ ଟଙ୍କା ବର୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଲ୍ଡେନ ବଏ ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ନୀତେଶ କୁମାରଙ୍କୁ ପରାସ୍ତ
Read More...

ଚିଠା ଭୋଟର ତାଲିକା ୨୦୨୪ ପ୍ରକାଶିତ, ଚୂଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ

ଚମ୍ପୁଆ:ଚୂଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା ବିଧାନସଭା କ୍ଷେତ୍ରର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Read More...

ରୋଷେଇ ଘରେ ପିଆଜ ମାଡ଼

ପିଆଜ ଦରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଦର । ଦର ଏମିତି ହେଲାଣି ଯେ, ମାସକ ମଧ୍ୟରେ ଡବଲ୍ ହୋଇଯାଇଛି । ଫଳରେ ରୋଷେଇ ଘରେ ପଡ଼ିଛି ଭାଳେଣି । ମାସକ ଆଗରୁ ପିଆଜ କିଲୋ ୨୫ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଡବଲ୍ ହେଲାଣି । ଏମିତିକି କେତେକ ଖୁଚୁରା ବଜାରରେ ପିଆଜ କିଲୋ
Read More...

ପୁରୀର ୫ଟି କେନ୍ଦ୍ରରେ ହବିଷ୍ୟାଳୀ ମାମାନଙ୍କ ରହଣି ପାଇଁ ବ୍ୟବସ୍ଥା

ପୁରୀ : ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୨୯ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳୀ ମା ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଟାଉନ
Read More...

ପଥୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୬/୧୦:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଚେତନତା ପାଇଁ ପଥୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ୨୮ ତାରିଖରେ ମର୍ଜାକୁଦ ସେତୁ ଛକ ଠାରେ ପଥୋତ୍ସବ ଆୟୋଜନ
Read More...

ମହନାପଦା ଗ୍ରାମରେ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ

ଗଣିଆ : ଗଣିଆ ବ୍ଳକର ମହନାପଦା ଗ୍ରାମରେ ଆୟୋଜିତ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ ଗତ ୩ଦିନ ଧରି ଚାଲୁ ରହିଛି । ଆସନ୍ତା ଶନିବାର ଦିନ ଏହି ଉତ୍ସବର ପୂର୍ଣ୍ଣାହୂତି ହେବା ସହିତ ଉଦ୍‌ଯାପିତ ହେବ । ଗତ୨୪ରେ ମହାନଦୀରୁ ବାଲୁକା ସ୍ଥାପନା ପୂର୍ବକ ୧୦୮ କଳସ ଶୋଭାଯାତ୍ରା ସହ ଶୁଭାଧିବାସ
Read More...

ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପକ୍ଷରୁ ୨୮ରୁ କୁମାର ଉତ୍ସବ

ପୁରୀ : ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପୁରୀ ତାର ୪୪ତମ କୁମାର ଉତ୍ସବ ଆସନ୍ତା ୨୮ ଓ ୨୯ ଅକ୍ଟୋବର ଦୁଇଦିନ ଧରି ବେଳାଭୂମି ସ୍ଥିତ ହୋଟେଲ ଫୋର୍ଟ ମହୋଦଧି ସମ୍ମୁଖ ବେଳାଭୂମିରେପାଳନ କରିବାକୁ ଯାଉଛି । ଏ ନେଇ ଅନୁଷ୍ଠାନ ପକ୍ଷରୁ ଗୁରୁବାର ସ୍ଥାନୀୟ
Read More...

ପୃଥକ୍‌ ପୃଥକ୍‌ ଦୁର୍ଘଟଣାରେ ୨ ମୃତ,୨ ଆହତ

ଚମ୍ପୁଆ: ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ପର୍ଶଳା ନିକଟରେ ପଛପଟୁ ଏକ ୧୪ ଚକିଆ ଟ୍ରକ ଧକ୍କା ଦେବା ଫଳରେ ଅନ୍ୟ ଏକ ଗାଡ଼ିର ଡ଼୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ହାଇୱା ଗାଡ଼ିଟି ଅନଲୋଡ କରି କେନ୍ଦୁଝର ଅଭିମୁଖେ ଯାଉଥିବା
Read More...

ଘୁ. ଉଦୟଗିରି ନୂତନ ବିଡିଓଙ୍କ କାର୍ଯ୍ୟଭାର ଗ୍ରହଣ

ଘୁ. ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମନୋଜ କୁମାର ଦେବତା ନୂତନ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କିଛି ଦିନ ପୂର୍ବରୁ ପୂର୍ବତନ ବିଡିଓ ଆଶିଷ ତ୍ରିପାଠୀ ଙ୍କ ଅନ୍ୟ ସ୍ଥାନକୁ ବଦଳି ହୋଇଥିଲା ଓ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ କାର୍ଯ୍ୟଭାର ଗ୍ରହଣ
Read More...

ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ବ୍ୟାଙ୍କ ସମ୍ମୁଖରେ ଧାରଣା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ବ୍ୟାଙ୍କର ସମ୍ମୁଖରେ ଉକ୍ତ ସମବାୟ ବ୍ୟାଙ୍କ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଅଲ ଓଡ଼ିଶା ସେଣ୍ଟରଲ କୋପରେଟିଭ ଏମ୍ପଲୋଇମାନଙ୍କ ପକ୍ଷରୁ ତିନିଦିନିଆ ଧର୍ମଘଟ କରିଥିବାର
Read More...