ଶ୍ରୀକ୍ଷେତ୍ରରେ ଷୋଳପୂଜା ଆରମ୍ଭ

ଶ୍ରୀକ୍ଷେତ୍ରରେ ଆଜିଠାରୁ ଷୋଳପୂଜା ଆରମ୍ଭ ହୋଇଛି । ଏହା ସହିତ ଆଜି ମୁଳାଷ୍ଟମୀ ଅବସରରେ ମାଙ୍କୁ ସହସ୍ରାକୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଆବାହନ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ 21 ଜଣ ବ୍ରାହ୍ମୁଣଙ୍କୁ ଆଚାର୍ଯ୍ୟବରଣ
Read More...

ବାଉଁଶୁଣି ମଣ୍ଡଳ ସ୍ତରରେ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

କଣ୍ଟାମାଳ: କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ବାଉସୁଣୀ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ " ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଘରକୁ ଘର ବୁଲି ମାଟି ସଂଗ୍ରହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମମାନଙ୍କରେ ସୁବ୍ୟବସ୍ଥିତ ଭାବରେ ସମସ୍ତ ଜନସାଧାରଣ ଏକ ବିଶେଷ ପଟୁଆରରେ ଘରକୁ ଘର ବୁଲି
Read More...

ପୁରୀ ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ,ନୂଆଁଖାଇ ପରମ୍ପରା ଓ ଭାଇଚାରାର ପ୍ରତୀକ

ପୁରୀ : ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ଅପରାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ
Read More...

ସ୍କୁଟିକୁ ଧକ୍କାଦେଲା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଗାଡି, ମାଆ ସହ ଦୁଇ ଶିଶୁ ଗୁରୁତର

ସୁବର୍ଣ୍ଣପୁର : ସ୍କୁଟିକୁ ଧକ୍କାଦେଲା ଜିଲ୍ଲା ଜନସ୍ୱସ୍ଥ୍ୟ ଅଧିକାରୀଙ୍କ ଗାଡି,ସ୍କୁଟି ଚାଳକ ମାଆ ସହ ଦୁଇ ଶିଶୁ ଗୁରତର । ସବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଘଟିଛି ଏଭଳି ଏକ ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ ସୋନପୁର ସହରର ଏକ ଘରୋଇ ସ୍କୁଲରୁ ପରୀକ୍ଷା ଦେଇ ମାଙ୍କ ସହ ସ୍କୁଟିରେ
Read More...

ତିଳେଶ୍ୱର ସ୍କୁଲ୍‌ରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ତିଲେଶ୍ୱର ପଂଚାୟତର ଲାଲ୍‌ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା ମାଝୀଙ୍କ ନେତୃତ୍ୱରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ପଣ୍ଡିତ ଜବାହରଲାଲ ମାର୍ଗ ଭୁବନେଶ୍ୱରଙ୍କ ତରଫରୁ ଏକ ଦୁଇ
Read More...

ଭବାନୀପାଟଣାଠାରେ ଦୁର୍ଗାପୂଜା ଓ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ୱରୀ ପବିତ୍ର ଛତ୍ରଯାତ୍ରା ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଣିକେଶ୍ୱରୀ ମନ୍ଦିର ପକ୍ଷରୁ ଜାରି ସୂଚନା
Read More...

ନନ୍ଦାହାଣ୍ଡି ବ୍ଲକଠାରେ ବନ୍ୟ ପ୍ରାଣୀ ସପ୍ତାହ ପାଳିତ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତଠାରେ ବନ ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି ବନପାଳ ଅମିତ୍‌ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଦହଣା ସଦାଶିବ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟଠାରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ କରିବା
Read More...

ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଭ୍ୟସଭ୍ୟାଙ୍କ ଗଜପତି ଜିଲ୍ଲା ପରିଦର୍ଶନ

ପାରଳାଖେମୁଣ୍ଡି : ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାରେ ସରକାରଙ୍କର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବୁଲି ଦେଖିଥିଲେ । ଏହି ଗ୍ରସ୍ତ ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ
Read More...

୫୦ ଫୁଟ ଟାଙ୍କି ଉପରେ ଧାରଣା ଦେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟା

ପାଟଣାଗଡ଼: ପାଣି ପାଣି ଆନ୍ଦୋଳନ । ପିଇବା ପାଣି ମିଳୁନଥିବାରୁ ପାଣି ଟାଙ୍କି ଉପରେ ଚଢି ଅଭିନବ ପ୍ରତିବାଦ କରୁଛନ୍ତି ଦୁଇ ଜିଲ୍ଲାପରିଷଦ । ଘଟଣା ଘଟିଛି ବଲାଙ୍ଗୀର ବେଲପଡା ବ୍ଲକରେ । ଦୀର୍ଘ ଦିନ ହେବ ନିର୍ମାଣ ହୋଇ ପାଣି ଟାଙ୍କି ଚାଲୁ ନଥିବାରୁ ଗତ ୨ ତାରିଖ ରୁ ଧୂମାଭଟା ଗାଁରେ ଧାରଣାରେ
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ
Read More...