ଷଷ୍ଠ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ସୋନପୁର ୩-୨ଗୋଲରେ ବିଜୟୀ
ହରଭଙ୍ଗା : ଷଷ୍ଠ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଞ୍ଚାୟତ ପ୍ରଗଳପୁର ତସରା ପଡିଆ ଠାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନ ଓ କ୍ରିକେଟ ଆସୋସିଏସନର ସମ୍ପାଦକ ତଥା ଦୈନିକ ହୀରାଞ୍ଚଳ ଖବର କାଗଜର ସମ୍ପାଦକ ଯୁଗଳ କିଶୋର ସାମଲ!-->…
Read More...
Read More...