ଅଇଁଳାପାଲି ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର,୯୬ ଟି ଅଭିଯୋଗର ତତ୍କାଳ ସମାଧାନ
ବୌଦ୍ଧ,୨୫/୯:- ବୌଦ୍ଧ ଜିଲା ସଦର ବ୍ଲକ ଅନ୍ତର୍ଗତ ଅଇଁଳାପାଲି ପଂଚାୟତ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୧୪୦ ଗୋଟି ଆପତ୍ତି ଅଭିଯୋଗ!-->…
Read More...
Read More...