ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଚଢାଉ,ଜବତ ହେଲା ୬୧ଟି ଘରୋଇ ଗ୍ୟାସ୍ ସିଲିଣ୍ଡର
ରାୟଗଡା: ରାୟଗଡା ଉପଖଣ୍ଡ ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଉଥିବା ନେଇ ଆଜି ଚଢାଉ କରାଯାଇଥିଲା । ବ୍ୟବହୃତ ହେଉଥିବା ତଥା ଗଚ୍ଛିତ ରଖାଯାଇଥିବା ୬୧ଟି!-->…
Read More...
Read More...