ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳରେ ହେବାକୁ ଥିବା ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଲେ ମନ୍ତ୍ରୀ
ହରଭଙ୍ଗା :ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳର ଅତଲସରା ମହାନଦୀ କୂଳରେ ଥିବା ୫ଏକର ବିଶିଷ୍ଟ ଜାଗାରେ ପର୍ଯ୍ୟଟନୀ ସ୍ଥଳୀ ହେବା ସହ ଉଚ୍ଚତର ଟାୱାର ଘର, ବୋଟିଙ୍ଗ, ପର୍ଯ୍ୟଟନ ଓ ପିଲାଙ୍କ ପାଇଁ ବିଭିନ୍ନ ଦୋଳି ଆଦି ନିର୍ମାଣ କରାଯିବ । ଏହି!-->…
Read More...
Read More...