ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆର୍ଯ୍ୟାଜିତା ନାଏକ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ନିବାସୀ ଡା. ଜିତେନ୍ଦ୍ର କୁମାର ନାଏକ ଓ ଡା. ଅରୁଣା ଗାଈନଙ୍କ ଶିଶୁ କନ୍ୟା ଆର୍ଯ୍ୟାଜିତା ନାଏକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଆର୍ଯ୍ୟାଜିତା ୨୦୨୦ ମସିହା ଅକ୍ଟୋବର ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।!-->…
Read More...
Read More...