ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏବେ ପାକିସ୍ତାନର ଏଣ୍ଟ୍ରି, ପାଲେଷ୍ଟାଇନକୁ କାଶ୍ମିର ସହ ହେଲା ତୁଳନା।
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏବେ ପାକିସ୍ତାନରେ ଏଣ୍ଟ୍ରି । ଗାଜା ଷ୍ଟ୍ରିପରେ ଇସ୍ରାଏଲର ବୋମା ବିସ୍ଫୋରଣ ମଧ୍ୟରେ ପାକିସ୍ତାନର ନେତାମାନେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ନେତାଙ୍କୁ ଭେଟିଛନ୍ତି । ଯେଉଁଥିରେ ପାଲେଷ୍ଟାଇନକୁ କାଶ୍ମୀର ସହିତ ତୁଳନା କରାଯାଇଛି। ପାକିସ୍ତାନର ଏକ!-->…
Read More...
Read More...