ନିଜେ କେନାଲ ସଫା କରି ଚାଷ ଜମିକୁ ପାଣି ମଡେଇଲେ ଚାଷୀ

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ଲୁଣିବାହାଲ ଠାରେ ଲୋକମାନେ ଚାଷ ଜମିକୁ ପାଣି ମଡାଇବ ପାଇଁ କେନାଲକୁ ଭରସା କରନ୍ତି କିନ୍ତୁ କେନାଲ ପୋତି ହୋଇଯିବା ଫଳରେ ପାଣି ଆସିପାରିନାହିଁ । ଯାହାର ଫଳ ସ୍ୱରୂପ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଥିଲେ ମଧ୍ୟ ଏହାର ଫଳ ଶୂନ
Read More...

ଚନ୍ଦ୍ର ଶେଖର ଏକାଡେମୀକୁ ବଡ଼ ସଫଳତା, ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଲେ ୩ ଛାତ୍ର

ପୁରୀ : ପୁରୀରେ ପ୍ରଥମ ଥର ପାଇଁ ଜାପାନର ଏକ ବିଶିଷ୍ଟ ଆଇଟି କଂପାନୀରେ ନିଯୁକ୍ତି ପାଇଛନ୍ତି ଚନ୍ଦ୍ରଶେଖର ଏକାଡେମୀର ୩ ଛାତ୍ର । ଫଳରେ ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରୀ ଖେଳି ଯାଇଛି । ଏହି କୃତିତ୍ୱ ହାସଲ କରିଥିବା ଛାତ୍ରମାନେ ଭାରତ ସରକାରଙ୍କ ଅଧୀନ ନ୍ୟାସନାଲ
Read More...

ଊନବିଂଶ ଜିଲ୍ଲା ଯୋଜନା କମିଟି ବୈଠକ

ନୂଆପଡ଼ା : ନୂଆପଡା ଜିଲାପାଳଙ୍କ ସବଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ଊନବିଂଶ ବୈଠକ ଜିଲ୍ଲା ଅନୁଷ୍ଠିତ କମିଟି ହୋଇଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷା ତଥା ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଫୁଲବାଣୀ : ତୁମୁଡିବନ୍ଧ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ ବିଦ୍ୱତ ପରିଷଦର ସଭାପତି ବିଭୁତି ଭୂଷଣ ମଲ୍ଲିକ, ମାତୃ ଭାରତୀର ସଭାପତି ଶ୍ରୀମତୀ
Read More...

ଦେଶୀ ମଦ ଜବତ, ଜଣେ ଗିରଫ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଯାଲୋଏ ପଞ୍ଚାୟତର ଖିରପୁର ନିକଟସ୍ଥ ଆଡିଆପଡା ରାସ୍ତାରୁ ଦେଶୀ ମଦ ଚାଲାଣ ବେଳେ ଜଣେ ଗିରଫ ହୋଇଛି । ଉକ୍ତ ଯୁବକ ପାଖରୁ ଶହେ ଲିଟର ଦେଶୀ ମଧ୍ୟ ଜବତ ହେବା ସହିତ ଏକ ବାଇକକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଗିରଫ ଯୁବକ
Read More...

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୮ତାରିଖଠାରୁ ଧାରଣାରେ ବସିବା ବେଳେ ତାଙ୍କୁ ପାରଳା ବିଧାୟକ କେ ନାରାୟଣ ରାଓ ଧାରଣା ସ୍ଥଳକୁ ଯାଇ ସଂଘ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି । ୨ଦଫା ଦାବିକୁ ନେଇ ରାଜ୍ୟ ସଘର
Read More...

ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି,୬/୯:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଗଭୀର ଶୋକପ୍ରକାଶ କରାଯିବାସହ ତାଙ୍କ ଅମର ଆତ୍ମାର ସଦଗତି କାମନାକରି
Read More...

ଶୋଚନୀୟ ରାସ୍ତାକୁ ନେଇ ଅଭିନବ ପ୍ରତିବାଦ: ରାସ୍ତାରେ ରୋଇଲେ ଧାନ ଓ କାଦୁଅରେ ବସିଲେ ଜନତା

ହରଭଙ୍ଗା,୬/୯:- ବହୁପୁରାତନ ଜଗନ୍ନାଥ ସଡକ ଏବେ ଶୋଚନୀୟ ହୋଇପଡିଛି । ନୂତନ ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ଅପ୍ରୋଚରାସ୍ତାକୁ ଲାଗି ସେତୁ ତଳେ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଛି । ବହୁ ସମୟରେ ବ୍ଲକ ପ୍ରଶାସନ, ନେତା ମନ୍ତ୍ରୀ ଓ ପୂର୍ତ୍ତର୍
Read More...

ଆଜି ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ । ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଗତକାଲି ପ୍ରସବ
Read More...

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ, ଶବକୁ ଗାଁକୁ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ

ହରଭଙ୍ଗା : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା କୋଡାପଡା ଗ୍ରାମର ବିଛନ୍ଦ ବାଘ (୩୭) ଦାଦନ ପାଇଁ ୭ ବର୍ଷ ହେଲା ତାମିଲନାଡୁର କୋଇମାତୁର ଜିଲ୍ଲା ଲକ୍ଷ୍ମୀ
Read More...