୮୭ ଗ୍ରାମ ହିରୋଇନ୍‌ ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନରେ ଥିବା ତାରା ମଣ୍ଡପ ଅଂଚଳରେ ଚଢ଼ାଉକରି ଆସାମୀ ଜଗନ୍ନାଥ ସେଠୀ(୨୬)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ
Read More...

ସିଆରସିସି ମହାଦେବ ସାହୁଙ୍କ ହୃଦଘାତରେ ପରଲୋକ

ବୌଦ୍ଧ : ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମ ବାସିନ୍ଦା ଶିକ୍ଷକ ମହାଦେବ ସାହୁଙ୍କ ହୃଦଘାତ ପରଲୋକ ହୋଇଯାଇଛି । ଆଜି ସକାଳେ ତାଙ୍କୁ ହୃଦଘାତ ହୋଇଥିଲା । ପରେ ପରିବାର ଲୋକ ତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ସାହୁଙ୍କୁ
Read More...

ନୂଆଗାଁ ବ୍ଲକ ବିଭିନ୍ନ ସ୍ଥାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ
Read More...

୧୮ରେ ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ଘେରିବ ଜିଲ୍ଲା କଂଗ୍ରେସ

ପୁରୀ : ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ । ଆସନ୍ତା ୧୮ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ । ପୁରୀ ଭିଆଇପି ରୋଡ ଇନ୍ଦିରା ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା
Read More...

ବିଧବାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋର୍ଟ ଚାଲାଣ

ଘୁ ଉଦୟଗିରି: ସ୍ଥାନୀୟ ଥାନା ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସୁଜେଲୀ ଗ୍ରାମର ବିଶକେଶନ ପ୍ରଧାନ (୪୫)ଙ୍କୁ ଘୁ ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୮ ତାରିଖରେ ନନ୍ଦଗୀରି ନିକଟ ମାର୍ଗେଲି ମୁଣ୍ଡିଆ ଠାରେ ସୁଜେଲି ଗ୍ରାମର
Read More...

ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନୁଆସାହି ଆମ୍ବସାହିରେ ଘଟିଛି ଏକ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତକ ନୁଆସାହି ଆମ୍ବ ସାହିର ବୃଦ୍ଧ ଦେବରାଜ ବାଗ ହୋଇଥିବା
Read More...

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍‌ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ୩ଟି ନୂତନ ସେତୁ ଦ୍ୱାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ । ଏହାଦ୍ୱାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ
Read More...

“ୱିଂ ହ୍ୟୁମାନ୍‌’ ତରଫରୁ ସେବାଶ୍ରମ ପାଇଁ ଭୂମି ପୂଜନ

ବଲାଙ୍ଗୀର : ପୁଇଁନ୍ତଲା ବ୍ଳକ ସାତମାଇଲ ଛକ ନିକଟରେ ସ୍ୱେଚ୍ଛାସେବୀ ସଂଗଠନ ୱିଂ ହ୍ୟୁମାନ୍‌ ତରଫରୁ ସେବାଶ୍ରମ ପାଇଁ ଭୂମି ପୂଜନ କରାଯାଇଛି । ସଂଗଠନ ସଭାପତି ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୁଇଁନ୍ତଲା ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ
Read More...

ଝରାପଡାର କୁନିକୁନି ଛୁଆଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ଓଜେୟୁ ଟିମ୍‌

ସୁବର୍ଣ୍ଣପୁର : ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତର ଝରାପଡାର ଅଧିବାସୀ ଭାରତ ସ୍ୱାଧୀନତାର ୭୭ ବର୍ଷ ପରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡାଇ ଭାରତ ମାତାକି ଜୟର ଧ୍ୱନିରେ ସମଗ୍ର ଗଗନପବନ ପ୍ରକମ୍ପିତ କରିଥିଲେ । ହରଘର ତ୍ରିରଙ୍ଗାର ବାର୍ତ୍ତା ନେଇ ସୁବର୍ଣ୍ଣପୁର ଓଡ଼ିଶା
Read More...

ସ୍ୱାଧୀନତା ଉତ୍ତମ ବୁଝାମଣା ଓ ବିକାଶ ଆଡକୁ ଯାତ୍ରାର ମନ୍ତ୍ର : ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ପୁରୀ :ସ୍ୱାଧୀନତା ଶୃଙ୍ଖଳା,ଶାନ୍ତି ଓ ଉତ୍ତମ ବୁଝାମଣା ମଧ୍ୟରେ ବିକାଶ ଆଡ଼କୁ ଯାତ୍ରା କରିବାର ମୂଳ ମନ୍ତ୍ର। ଏହା ସ୍ୱଛାଚାରିତା ନୁହେଁ। ଜାତୀୟତା, ସ୍ୱଦେଶ ପ୍ରୀତି, ସହଯୋଗ, ସଂପ୍ରୀତି ଓ ଦେଶର ଉନ୍ନତି ପାଇଁ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ପାଇଁ ଆହ୍ବାନ ଦେଇଛନ୍ତି ସଂସଦୀୟ ବ୍ୟାପାର
Read More...