ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ କନେଷ୍ଟବଳ, ନଗଦ ୬ଲକ୍ଷ ଟଙ୍କା ଜବତ
ବୌଦ୍ଧ,୧/୧୧:- ଆଜି ଡିଭିଏଫ ପୋଲିସ୍ କନେଷ୍ଟବଳ ହରିଶ ଚନ୍ଦ୍ର ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ କନେଷ୍ଟବଳ ହରିଶ ଚନ୍ଦ୍ର ସାହୁ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ପେଞ୍ଜାବଳି ଗ୍ରାମରୁ ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କ ଠାରୁ ୬ ଲକ୍ଷ ନଗଦ ଟଙ୍କା!-->…
Read More...
Read More...