ମାତୃ ମୃତ୍ୟୁ ହାରକୁ ନେଇ ବିଧାନସଭାରୁ ଆସିଲା ଚିନ୍ତାଜନକ ରିପୋର୍ଟ
ଭୁବନେଶ୍ଵର : ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ବିଧାନସଭାରୁ ଆସିଲା ଚିନ୍ତାଜନକ ରିପୋର୍ଟ। ୨୦୧୭ ରୁ ୨୦୧୯ ଭିତରେ ୧୩୬ ଜଣ ମାଆଙ୍କ ମୃତ୍ୟୁ ହୋଇଥିଲା। ୨୦୧୮-୨୦ ଭିତରେ ୧୧୯ ଜଣ ମାଆଙ୍କ ଜୀବନ ଯାଇଥିଲା। ୨୦୧୯ ରୁ ୨୦୨୧ ଭିତରେ ୧୧୯ ଜଣ, ୨୦୨୦ ରୁ ୨୦୨୨ ଭିତରେ ୧୩୬ ଜଣ, ୨୦୨୧-୨୩ ରେ ୧୫୩!-->…
Read More...
Read More...