ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଜଗନ୍ନାଥ ସେନା

ପୁରୀ : ହାଇକୋର୍ଟରେ ରାଜ୍ୟ ସରକାର ରତ୍ନ ଭଣ୍ଡାର ସମ୍ପର୍କରେ ମିଥ୍ୟା ସତ୍ୟାପାଠ ଦାଖଲ କରିବା ପ୍ରତିବାଦରେ ଆଇନ ମନ୍ତ୍ରୀଙ୍କ କୁଶପତ୍ତଳିକା ଦାହ କରିଚି ପୁରୀର ଜଗନ୍ନାଥ ସେନା । ପୁରୀ କଚେରି ଛକ ନିକଟ ଜିଲାପାଳଙ୍କ କାର୍ଯ୍ୟଳୟ ଆଗରେ ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରିଚି
Read More...

ହରଭଙ୍ଗା ବ୍ଲକରେ ସାମାଜିକ ସହାୟତା ଜନଶୁଣାଣି ଶିବିର

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ସାମାଜିକ ସହାୟତା ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମନରେଗା, ଜାତୀୟ ସାମାଜିକ ସହାୟତା ଓ ପଞ୍ଚଦସ ଅର୍ଥ କମିଶନର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିରରେ ବୌଦ୍ଧ
Read More...

ହୁଣ୍ଡାଇ କାରରୁ ୨ପିସ୍ତଲ ସହ ଜୀବନ୍ତ ଗୁଳି ଜବତ, ୩ଯୁବକ ଗିରଫ

ସୁବର୍ଣ୍ଣପୁର : ଗତକାଲି ସନ୍ଧ୍ୟା ସମୟରେ ସୋନପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଥାନା ସବ- ଇନ୍ସପେକ୍ଟର ଶମ୍ଭୁଭୂଷଣ ଦେହେରି ଦ୍ରୁତ ଗତିରେ ଯାଉଥିବା ଗୋଟିଏ ଲାଲ ରଙ୍ଗର ହୁଣ୍ଡାଇ ଭରନା କାର୍‌ ଯାହାର ନମ୍ବର ସି. ଜି. ୦୪ ଡିଡି ୬୬୬୦ କୁ ଅଟକାଇ ଥିବା ବେଳେ ଗାଡ଼ି ଭିତରୁ ୨ ଟି
Read More...

୫ -ଟି ସଚିବ ଭିକେ ପାଣ୍ଡିଆନଙ୍କ କଟକ ଜିଲ୍ଲା ଗସ୍ତ,ଚୌଦ୍ଵାରରେ ପ୍ରତିଷ୍ଠା ହେବ ଶିଳ୍ପ

କଟକ, (ହିପ୍ର): କଟକ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତରେ ଆଜି ବାହାରିଥିଲେ  ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।ସକାଳ ପ୍ରାୟ ୧୦ଟାରେ ସେ ପ୍ରଥମେ ଆଠଗଡରେ ପହଞ୍ଚି  ଲୋକ ମାନଙ୍କ ସହ ମିଶିବା ସହ ଅଭିଯୋଗ ଦରଖାସ୍ତ ସଂଗ୍ରହ କରିଥିଲେ।ସ୍ଥାନୀୟ  ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କ
Read More...

ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଲୋଗୋ ଉନ୍ମୋଚିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ (ଏଚ୍‌ବିଜେଏ)ର ଲୋଗୋ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା' ଭୈରବୀଙ୍କ ପୀଠରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂଙ୍କ ଅଧ୍ୟକ୍ଷତରେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ମା' ଭୈରବୀଙ୍କ ପୂଜା ଅର୍ଚ୍ଚନା ପରେ
Read More...

ଫିରିଙ୍ଗିଆ ଥାନା ପୋଡ଼ି ସ୍ଥିତି ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ

ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ବିଧାୟକ କହଁର ଥାନା ପରିସର ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ
Read More...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶୁଭାଶିସ ତାଳପତ୍ର

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଲେ । ୩୩ ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି
Read More...

କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ସହରାଞ୍ଚଳର ସଦସ୍ୟ ଭାବେ ରାଜେନ୍ଦ୍ର ମନୋନୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ର ସହରାଞ୍ଚଳର ସଦସ୍ୟ ଭାବରେ ଅପ୍ରତିଦ୍ୱନ୍ଦି ଭାବରେ ରାଜେନ୍ଦ୍ର ପାଢୀ ନିର୍ବାଚିତ ହୋଇଥିବାରୁ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ
Read More...

ସିନାପାଲି ଥାନାଧିକାରୀଙ୍କୁ ବିଦାୟ ସମ୍ୱର୍ଦ୍ଧନା

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନଙ୍କ ବିଦାୟୀକାଳୀନ ସମ୍ୱର୍ଦ୍ଧନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସିନାପାଲି ଥାନା ଏସଆଇ ଗୌରୀଶଙ୍କର ଦାସ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଖଡିଆଳ ଏସଡିପିଓ ଅରୁପ ଅଭିଷେକ
Read More...

ସାଂସଦ ପଦ ଫେରିପାଇଲେ ରାହୁଲ, ପୁରୀ ଜିଲ୍ଲା କଂଗ୍ରେସ କର୍ମୀ ଖୁସି ମନାଇଲେ

ପୁରୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ନିଜର ଲୋକସଭା ସଦସ୍ୟତା ପଦ ଫେରି ପାଇଛନ୍ତି । ମୋଦି ସର୍‌ ନେମ୍‌ ମାମଲା ରେ ଦଣ୍ଡିତ ହୋଇଥିବା ରାହୁଲ ଗାନ୍ଧୀଙ୍କ ଜେଲ ଦଣ୍ଡାଦେଶ ଉପରେ ସୁପ୍ରୀମକୋର୍ଟ ରହିତାଦେଶ ଲାଗୁ କରିବା ପରେ ପୁଣି ରାହୁଲ ଗାନ୍ଧୀ ଲୋକସଭା ସଭ୍ୟ ପଦ ଫେରି ପାଇଛନ୍ତି ।
Read More...