ଚାରି ବର୍ଷର ନିଜ ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ପିଶାଚି ମା’
ବାଲିଗୁଡ଼ା: ଚାରି ବର୍ଷର ଝିଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା ପିଶାଚି ମା' । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ । ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସାରଙ୍ଗଡ଼ ଥାନା ପୋଲିସ୍ ପହଁଚି ମାଟି ତଳୁ ଚାରି!-->…
Read More...
Read More...