ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ପିନାକୀ ଆହତ
ପୁରୀ : ପୁରୀରେ ପୋଲିସ୍ର ଏନକାଉଣ୍ଟର । ବାସେଳି ସାହୀ ଥାନା ଲୋକନାଥ ମନ୍ଦିର ପଛ ପଟେ ଥିବା ଶଙ୍କରେଶ୍ୱର ଜଙ୍ଗଲରେ ହୋଇଚି ଏନକାଉଣ୍ଟର । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଓରଫ ପିନାକୀ ବରାଳ ଆହତ ହୋଇଛି । ପୋଲିସ୍ ପକ୍ଷରୁ ହେଇଥିବା ଗୁଳିରେ ପିନାକୀର ବାମ ଗୋଡରେ ଗୁଳି ଲାଗିବାରୁ ସେ!-->…
Read More...
Read More...