କଣାସରେ ବିଭିନ୍ନ ଗ୍ରାମରେ ପସିଲା ପ୍ରଥମ ବନ୍ୟା ଜଳ
ପୁରୀ : କଣାସରେ ବିଭିନ୍ନ ଗ୍ରାମରେ ପସିଲା ପ୍ରଥମ ବନ୍ୟା ଜଳ । ବୁଡିଲା ଦୋକନ୍ଦା ଗ୍ରାମ । ବନ୍ୟାଜଳ ଯୋଗୁ ଫୁଲିବାରେ ଲାଗିଚି ମହାନଦୀର ଶାଖା ନଦୀ ଦୟା,ମକରା,ରାଜୁଆ । କଣାସ ବ୍ଲକ ପାଇଁ ବଢିଲା ବିପଦ । ଦୁର୍ବଳ ନଦୀ ବନ୍ଧକୁ ନେଇ ଚିନ୍ତାରେ ନଦୀ କୂଳିଆ ଗ୍ରାମବାସୀ । ଚିଲିକାରେ ଜଳସ୍ତର!-->…
Read More...
Read More...