ଗଛ ପଡି ଇନୋଭ ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ୬ ଯାତ୍ରୀ
ହରଭଙ୍ଗା,୧/୮. ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଅଦିନିଆ ବର୍ଷାରେ ଏକ ବିରାଟ ଗଛ ଭାଙ୍ଗିଯିବାରୁ ଏକ ଇନୋଭ ଦୁର୍ଘଟଣା ହୋଇଥିବା ସହ ଗାଡ଼ିରେ ଥିବା ୬ ଯାତ୍ରୀ ମରଣମୁହଁରୁୁ ଫେରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ଦିନତମାମ ହରଭଙ୍ଗା ବ୍ଲକରେ ଭୀଷଣ ବର୍ଷା!-->…
Read More...
Read More...