ପାଣିଘେରରେ ଗୋୟଲବେର୍ଣ୍ଣା ମଠ, ପାଣି ନିଷ୍କାସନ ଦାବି

ସୁବର୍ଣ୍ଣପୁର : ସୋନପୁର ସଦର ବ୍ଲକର ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋୟଲବେର୍ଣ୍ଣାଠାରେ ଥିବା ଅଲେଖ ମହିମା ମଠ ଏବେ ପାଣିଘେରରେ ରହିଛି । ଗତ କିଛିଦିନ ତଳର ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଏବେ ସଂପୂର୍ଣ୍ଣ ମଠଟି ପାଣିଘେରରେ ରହି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି
Read More...

ନୂତନ ଥାନା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ସରପଞ୍ଚ ସଂଘ

ହରଭଙ୍ଗା,୨୨/୮:- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାରେ ନୂତନ ଭାବେ ଯୋଗଦେଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କୁ ହରଭଙ୍ଗା ବ୍ଲକ ସରପଂଚ ସଂଘ ପକ୍ଷରୁ ଆଜି ଶୁଭେଚ୍ଛା ଜଣାଯାଇଛି । ଶ୍ରୀ ମୁନି ସୋମବାର ଦିନ ପୁରୁଣାକଟକ ଥାନା ଅଧିକାରୀ ଭାବେ ଯୋଗଦାନ କରିଥିଲେ । ସଂଘ ପକ୍ଷରୁ
Read More...

ଗଣମାଧ୍ୟମରେ ପ୍ରଚାର ପରେ ଗୁପ୍ତେଶ୍ୱରଙ୍କୁ ମିଳିଲା ବକେୟା ୧୭୦୦୦ ଭତ୍ତା ଟଙ୍କା

ହରଭଙ୍ଗା ୨୨/୮.- ହରଭଙ୍ଗା ବ୍ଲକ ସଂକୁଲେଇ ପଂଚାୟତ ମଲ୍ଲିକପଡା ଗ୍ରାମର ଭିନ୍ନକ୍ଷମ ଅସହାୟ ବୃଦ୍ଧ ଗୁପ୍ତେଶ୍ୱର ଗାଈଗୌରିଆ ପ୍ରାୟ ଏକବର୍ଷରୁ ଉଦ୍ଧ୍ୱର୍ ଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ପରବର୍ତ୍ତୀ ସମୟରେ ଗୋଡ଼ ଭାଙ୍ଗିଯିବା ଓ ଭିନ୍ନକ୍ଷମ ହେବା, ଅନ୍ୟପଟେ ଫିଙ୍ଗର
Read More...

କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କୃଷି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ । ଖରିଫ ଋତୁରେ ଉଚ୍ଚ ମଧ୍ୟମ ଜମିରେ ଧାନ
Read More...

ଶ୍ରୀମନ୍ଦିର ନାଟମଣ୍ଡପ ବିମର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଟିମ୍‌

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ଅସୁରକ୍ଷିତ ଥିବା ଆମିକସ୍‌ କ୍ୟୁରୀ ଏନ୍‌ କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଭିନ୍ନ ମହଲରେ ଏଏସଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ତତ୍ପର ହୋଇଛି ଏଏସଆଇ
Read More...

ଅବଢ଼ା ଯୋଜନା ସମୀକ୍ଷା ବୈଠକ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ
Read More...

ଓଡିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ, ଭିଡିଓ ଭାଇରାଲ

ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତ ଶ୍ରୀକାକୁଲମ ଜିଲା ଭାମିନି ମଣ୍ଡଳରେ ମହାବଳ ବାଘ ଚଳ ପ୍ରଚଳ ହେଉଥିବା ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଉଭୟ ରାଜ୍ୟର ଗ୍ରାମ ଗୁଡିକରେ ଆତଙ୍କ ଖେଳିଯାଇଛି । ଭାଇରଲ ଭିଡିଓ ରେ ଗୋଟିଏ ମହାବଳ ବାଘ ରାସ୍ତା ଉପରେ
Read More...

ପୁରୁଣାକଟକ ଥାନା ଅଧିକାରୀ ଭାବେ ଯୋଗଦେଲେ ରଞ୍ଜିତ କୁମାର ମୁନି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋତ୍ସା କାଉଁରୀଙ୍କ ବଦଳି ପରେ ଉକ୍ତ ଥାନାର ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ରଞ୍ଜିତ କୁମାର ମୁନି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ସୋମବାର ଦିନ ଶ୍ରୀ ମୁନି
Read More...

ଦୁର୍ଘଟଣାରେ ଗାଡି ଚାଳକ ଗୁରୁତର

ନୂଆଗାଁ : ନୟାଗଡ ଜିଲ୍ଲା (ନୂଆଗାଁ )ଜାତୀୟ ରାଜପଥ ୫୭ ସୋରଡା ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ଗାଡି ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାମୁତବକ ଆଜି ଏକ ଟାଟା ମିନିଟ୍ରକ (ନଂ-ଓଡି୦୨ବିଜେଡ୍‌୯୮୬୭) ପରିବା ନେଇ ବାରଗଡରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ
Read More...

କଣ୍ଟାମାଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ବୌଦ୍ଧ,୨୧/୮:- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଅତିରିକ୍ତ ଆରକ୍ଷୀ
Read More...