ଲଗାଣ ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଗତ କାଲି ଠାରୁ ଲାଗି ରହିଛି ଲଗାଣ ବର୍ଷା । ଫଳରେ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଅଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ସୂଚନା ରହୁଛି । ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୁର୍ତ୍ତମଗଡ଼
Read More...

ଆଶ୍ରମରେ ହତ୍ୟା ଓ ବୋମା ମାଡ ଘଟଣାର ପର୍ଦ୍ଦାଫାସ କଲା ପୁରୀ ପୁଲିସ

ପୁରୀ: ପୁରୀ ବାସେଳି ସାହି ଥାନା ଅଧିନ ଲୋକନାଥ ରୋଡ଼ ଗୁରୁକୃପା ଆଶ୍ରମରେ ବାବାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହଠାତ୍‌ ଗଣ୍ଡଗୋଳ ଘଟି ଉତ୍ତେଜନା ସୃଷ୍ଟି ହେବାରୁ ଅର୍ଜୁନ ବାବାଙ୍କୁ ଅଭିଯୁକ୍ତ ବିଷ୍ଣୁ ବାବା କାଠ ଫାଳିଆରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା
Read More...

ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ : ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟା । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି । ସେହିପରି ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ କରିଛି । ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ
Read More...

ବନକଲାଗି ନୀତି ବିବାଦ: ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ, ପରବର୍ତ୍ତୀ ଆଲୋଚନାରେ ହୋଇପାରେ ସମାଧାନ

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଆଜି ଅନୁଷ୍ଠିତ ଜରୁରୀ କାଳୀନ ନୀତି ସବକମିଟି ବୈଠକ ହୋଇଥିବା ବେଳେ ଚୂଡାନ୍ତ ନିଷ୍ପତି ଆଗାମୀ ପରିଚାଳନା କମିଟି ବୈଠକରେ ହେବା ନେଇ ସୂଚନା ମିଳିଛି । ଫଳରେ ଆସନ୍ତା ବୁଧବାର ବି ବନକଲାଗି ହେବା ନେଇ ଅନିଶ୍ଚିତତା ରହିଥିବା ସତ୍ତେ୍ୱ ବନକଲାଗି ନୀତି
Read More...

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରିଣୀ ବୈଠକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ, ଜାତୀୟ କୃମି ନାଶକ ଦିବସର ଟାସ୍କ ଫୋର୍ସ
Read More...

ସ୍ୱାସ୍ଥ୍ୟ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗର ଭେଜା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଯୁବ ଗୋଷ୍ଠୀ ଠାରୁ ତମ୍ବାଖୁ ମୁକ୍ତ ,
Read More...

ମଣିପୁର ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୋମନା ରାଜ ଗୌଡ଼ ସଂସ୍କୃତିକ ସମାଜର କର୍ମକର୍ତ୍ତା ତଥା ଗୋଣ୍ଡୱାନା ଛାତ୍ର ଛାତ୍ରୀ ସଙ୍ଘ କୋମନା ଓ ନୂଆପଡା ବ୍ଲକର ସଦସ୍ୟ ମାନେ ଏକତ୍ରିତ ହୋଇକି ନୂଆପଡା ଜିଲ୍ଲାପାଳକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗତ
Read More...

କେରାଣ୍ଡି ଓ ଡାଲିମ୍ବପୁର ଗ୍ରାମକୁ ସଂଯୋଗୀ କରଣ ସକାଶେ ଜାରି ରହିଛି ଅସ୍ଥାୟୀ ରାସ୍ତା କାମ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଓ ଡାଲିମ୍ବ ପୁରଗ୍ରାମକୁ ସଂଯୋଗି କରଣ ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅସ୍ଥାୟୀ ରାସ୍ତାଟି କାମ ଚାଲିଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଏହି ରାସ୍ତାଟି ତିନୋଟି ଗ୍ରାମ ରାଟେଣି, ଅମରା,ଡାଲିମ୍ବ
Read More...

୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡିୟମ୍‌ ଠାରେ ମହା ସମାରୋହରେ ପାଳିତ ହେବ । ଚଳିତ ବର୍ଷର ସ୍ୱାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

କାରରେ ଛେଳି ଚୋରି, ଆସାମୀକୁ ଧରି ପୋଲିସର ଜିମା ଦେଲେ ଲୋକ

ଚମ୍ପୁଆ: ଚମ୍ପୁଆ ବଜାର ମଧ୍ୟରୁ ଘର ଆଗରେ ବନ୍ଧା ହୋଇଥିବା ଏକ ଛେଳିକୁ ଚୋରି କରି ଲୋକଙ୍କ ହାତରେ ଧରାପଡିଥିବା ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସରେ ଜିମା ଦେବା ସହିତ ପୋଲିସ କେଶ ନଂ୧୧୧/୨୦୨୩ ରଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଘଟଣା ଅନୁସାରେ ଗତ ଗୁରୁବାର ସକାଳ ୯
Read More...