ହୁଣ୍ଡାଇ କାରରୁ ୨ପିସ୍ତଲ ସହ ଜୀବନ୍ତ ଗୁଳି ଜବତ, ୩ଯୁବକ ଗିରଫ
ସୁବର୍ଣ୍ଣପୁର : ଗତକାଲି ସନ୍ଧ୍ୟା ସମୟରେ ସୋନପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଥାନା ସବ- ଇନ୍ସପେକ୍ଟର ଶମ୍ଭୁଭୂଷଣ ଦେହେରି ଦ୍ରୁତ ଗତିରେ ଯାଉଥିବା ଗୋଟିଏ ଲାଲ ରଙ୍ଗର ହୁଣ୍ଡାଇ ଭରନା କାର୍ ଯାହାର ନମ୍ବର ସି. ଜି. ୦୪ ଡିଡି ୬୬୬୦ କୁ ଅଟକାଇ ଥିବା ବେଳେ ଗାଡ଼ି ଭିତରୁ ୨ ଟି!-->…
Read More...
Read More...