ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗରେ ରାମଧୂନ କ୍ଲବ ବିଜୟୀ
ସୁବର୍ଣ୍ଣପୁର : ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୋନପୁର ମୁନିସିପାଲିଟି ଜୋନ ଫୁଟବଲ ଲିଗର ଫାଇନାଲରେ ଆଜି କଲେଜ ପଡିଆରେ ରାମଧୁନ କ୍ଲବ ଓ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ମଧ୍ୟରେ ଅତି ସଙ୍ଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ରାମଧୁନ କ୍ଲବ ୨-୦ ଗୋଲରେ ବିଜୟୀ ହୋଇଛନ୍ତି । ଆଜିର ଏହି ସଭାରେ!-->…
Read More...
Read More...